ଆପଣ ନନଭେଜ୍ ପ୍ରିୟ କି, ତେବେ ଆଜି ରବିବାରରେ ବନାନ୍ତୁ ଟେଷ୍ଟି ମଟନ୍ ୬୫ ରେସପିି
ନନଭେଜ୍ ପ୍ରିୟ ଲୋକଙ୍କୁ ଚିକେନ ମଟନ ସହିତ ଏକ୍ସପେରିମେଣ୍ଟ କରିବା ବହୁତ ପସନ୍ଦ ହୋଇଥାଏ। ଯେମିତିକି ମଟନ ୬୫ ରେସିପି। ଏହା ଏମିତି ଏକ ରେସିପି ଯାହା ଏତେଟା ପପୁଲାର ନୁହେଁ କିନ୍ତୁ ତାପରେ ବି ଲୋକମାନେ ଏହି ରେସିପିକୁ ଟେଷ୍ଟ କରିବାକୁ ନିଶ୍ଚୟ ଚାହାଁନ୍ତି। ତେଣୁ ଆଜି ଆପଣଙ୍କୁ ମଟନ୍ ୬୫…