ଯଦି ଆପଣଙ୍କର ଅଛି ମ୍ୟୁଚୁଆଲ ଫଣ୍ଡ୍, ତାହେଲେ ଏପରି କରନ୍ତୁ E-KYC
ମ୍ୟୁଚୁଆଲ୍ ଫଣ୍ଡ E-KYCରେ ଟଙ୍କା ନିବେଶ କରିବା ସବୁଠାରୁ ସୁରକ୍ଷିତ ମାଧ୍ୟମ ବୋଲି କୁହାଯାଏ । କିଛି ସମୟ ଧରି ମ୍ୟୁଚୁଆଲ୍ ଫଣ୍ଡର ଚାହିଦା ଦେଖିବାକୁ ମିଳୁଛି । ଲୋକମାନେ ବର୍ତ୍ତମାନ ନିଜ ସଞ୍ଚୟରେ ଭଲ ରିଟର୍ନ କରିବାକୁ ଚାହୁଁଛନ୍ତି । ତେଣୁ ଯଦି ଆପଣ ମ୍ୟୁଚୁଆଲ୍ ଫଣ୍ଡରେ ମଧ୍ୟ ଟଙ୍କା…