Browsing Tag

muzaffarabad university

କାଶ୍ମୀରର ଏକ ବିଶ୍ୱବିଦ୍ୟାଳୟର ଅଜବ ନିଷ୍ପତ୍ତି, ଲିପ୍‌ଷ୍ଟିକ୍‌ ଲଗାଇ କଲେଜ ଯିବା ମନା

ପାକିସ୍ତାନ ଅଧିକୃତ କାଶ୍ମୀରର ଏକ ବିଶ୍ୱବିଦ୍ୟାଳୟର ଅଜବ ନିଷ୍ପତ୍ତି । ମୁଜଫରାବାଦ୍ ବିଶ୍ୱବିଦ୍ୟାଳୟରେ ଛାତ୍ରୀଙ୍କୁ ଲିପ୍‌ଷ୍ଟିକ୍ ଲଗାଇ ଆସିବାକୁ ବାରଣ କରାଯାଇଛି । ତେବେ ଏହି ନିୟମ ଉଲ୍ଲଂଘନ କଲେ ଜରିମାନା ବାବଦକୁ ୧୦୦ ଟଙ୍କା ଗଣିବାକୁ ପଡ଼ିବ ।