ଅନ୍ଧବିଶ୍ୱାସ: ତିନି ମହିଳାଙ୍କୁ ଡାହାଣୀ ସନ୍ଦେହରେ ପ୍ରଥମେ ପିଟିଲେ ଆଉ ତା’ ପରେ ଉଲଗ୍ନ କରି ଗାଁ ବୁଲାଇଲେ…
ବିବାହରରେ ଏକ ଲଜ୍ୟାଜନକ ଘଟଣା ସାମ୍ନାକୁ ଆସିଛି। ମୁଜାଫରଫୁରର ଏକ ଗାଁରେ ତିନି ଜଣ ମହିଳାଙ୍କୁ ଡାହାଣୀ ସନ୍ଦେହରେ ଗ୍ରାମବାସୀ ଏପରି କାମ କରିଛନ୍ତି, ଯାହା ଶୁଣିଲେ ଆପଣଙ୍କ ମୁଣ୍ଡ ଲାଜରେ ନଇଁଯିବ। ଏଠାରେ ଥିବା ଡକରାମା ଗାଁରେ ତିନି ମହିଳାଙ୍କୁ ଡାହାଣୀ ସନ୍ଦେହରେ ଗାଁ ଲୋକ ପିଟିଥିଲେ।…