Browsing Tag

mv act

ଦୁଇଚକିଆ ଯାନ ପଛରେ ବସିଲେ କଟିବ ଚାଲାଣ, ଲାଗୁ ହେଲା ନୂଆ ନିୟମ

ବାଇକ୍‌ କିମ୍ବା ସ୍କୁଟିରେ କେବଳ ଚଲାଇବା ଲୋକ ହିଁ ବସିପାରିବେ। ପଛ ସିଟ୍‌ରେ ବସିଲେ ପୂର୍ବରୁ ୨୫୦ ରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ୁଥିବା ବେଳେ ଏବେ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯିବ। ମାସ୍କ ପିନ୍ଧିବା, ଲକ୍‌ଡାଉନ୍‌ ଉଲ୍ଲଂଘନ କରୁଥିବା ଏବଂ ଦୁଇ ଚକିଆ ଯାନରେ ଜଣେ…

ଗାଡ଼ି ପାର୍ଟସରେ ଅଦଳବଦଳ କରୁଥିଲେ ହେବ ଜେଲ ଜରିମାନା, ଲାଗୁ ହେବାକୁ ଯାଉଛି ନୂଆ ଆଇନ୍‌

ମୋଦି ସରକାର ଶାସନ ଗାଦିକୁ ଆସିବା ପରେ ପ୍ରତିଦିନ କିଛି ନା କିଛି ଏମିତି ନିୟମ କରୁଛନ୍ତି, ଯାହା ସାଧାରଣ ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଛି। ଦେଶରୁ ଦୁର୍ନୀତି ହଟାଇବା ପାଇଁ ଏହି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଘୋଷଣା କରିଛନ୍ତି। ନିକଟରେ ନୂଆ ଟ୍ରାଫିକ୍‌ ନିୟମ ଲାଗୁ କରି ଚର୍ଚ୍ଚାରେ ଥିବା…