Browsing Tag

mysterious hut

ଚନ୍ଦ୍ର ପୃଷ୍ଠରେ ନଜର ଆସିଲା ‘ରହସ୍ୟମୟ କୁଟୀର’, ଚୀନ ରୋଭର ପଠାଇଲା ଫଟୋ; ଆଶ୍ଚର୍ଯ୍ୟଚକିତ ହୋଇ ସନ୍ଧାନରେ ଲାଗି…

ଚନ୍ଦ୍ର ପୃଷ୍ଠରେ ଏକ ରହସ୍ୟମୟ କୁଟୀରର ସନ୍ଧାନ ମିଳିଛି, ଯାହାର ଫଟୋ ଦେଖିବା ପରେ ଖୋଦ୍‌ ବୈଜ୍ଞାନିକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ଚନ୍ଦ୍ର ମିଶନକୁ ଯାଇଥିବା ଚୀନର ୟୁତୁ-୨ ରୋଭର (Yutu 2 Rover) କୁଟୀର ଆକାରର ଏହି ବସ୍ତୁର ପତ୍ତା ଲଗେଇଛି। ଏହି ବସ୍ତୁ ଚନ୍ଦ୍ରର ସବୁଠାରୁ ଦୂରତମ…