PUBG ଆଣିଲା ନୂଆ Mysterious Jungle Mode, ଏବେ ଏମିତି ନିଅନ୍ତୁ ଖେଳର ମଜା
ଗେମିଂ ଦୁନିଆରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି PUBG । ପିଲାମାନେ ଏବେ ପାଠଶାଠ ଭୁଲି ମାତିପଡିଛନ୍ତି ଏହି ଗେମ୍ରେ। ଏହି ଗେମ୍ ପାଇଁ ଅନେକ ପିଲାଙ୍କ ଜୀବନ ମଧ୍ୟ ଗଲାଣି। କିନ୍ତୁ ଏବେ ଏହି ଗେମ୍ କମ୍ପାନୀ ନୂଆ ମୋଡ ଆଣିଛି। ୧ ଜୁନରୁ ଏହି ନୂଆ ମୋଡ ଲଞ୍ଚ ହେବ। କମ୍ପାନୀ ଏହାର…