ବରମୁଡ଼ା ଟ୍ରାଏଙ୍ଗଲ ଭଳି ଆଉ ଏକ ରହସ୍ୟମୟ ସ୍ଥାନ; ଏଠାରେ ପ୍ରତିମୁହୂର୍ତ୍ତରେ ଘଟେ ବିଚିତ୍ର ଘଟଣା, ସୁସ୍ଥ ହୁଅନ୍ତି…
ରହସ୍ୟମୟ ବରମୁଡ଼ା ଟ୍ରାଏଙ୍ଗଲ ଭଳି ପୃଥିବୀରେ ଆଉ ଏକ ରୋମାଞ୍ଚକ ସ୍ଥାନ ମଧ୍ୟ ରହିଛି। ସେହି ସ୍ଥାନର ନାଁ ମଧ୍ୟ ବରମୁଡ଼ା ଟ୍ରାଏଙ୍ଗଲ ସହ କିଛିଟା ମିଶୁଛି। ଋଷରେ ରହିଛି ଏଭଳି ଏକ ରହସ୍ୟମୟ ସ୍ଥାନ, ଯାହାର ନାଁ ହେଉଛି ଏମ- ଟ୍ରାଏଙ୍ଗଲ ବା ଏମ ତ୍ରିକୋଣ। ଋଷର ପର୍ମ ସହରରେ ସ୍ଥିତ ଏହି ଅଞ୍ଚଳରେ…