Browsing Tag

mysterious sheep death

ପୁଣି ଫେରିଲା ଅଜଣା ଜନ୍ତୁ ଆତଙ୍କ , କଟକ ଗୋପୀନାଥପୁରରେ ତିନି ଦିନରେ ମଲେଣି ୧୫ମେଣ୍ଢା

ବଡମ୍ବା (କେନ୍ୟୁଜ୍) : ପୁଣି ଫେରିଲା ଅଜଣା ଜନ୍ତୁ ଆତଙ୍କ। ନିଆଳିରେ ମେଣ୍ଢା ମୃତ୍ୟୁ ଘଟଣା ଚର୍ଚ୍ଚାର ବିଷୟ ହୋଇଥିବାବେଳେ କଟକ ଜିଲ୍ଲା ବଡମ୍ବା ବ୍ଲକ ଗୋପୀନାଥପୁରରେ ମେଣ୍ଢା ମୃତ୍ୟୁ। ତିନି ଦିନ ଭିତରେ ପ୍ରାୟ ୧୫ଟି ମେଣ୍ଢାଙ୍କ ମୃତ୍ୟୁ ହୋଇଛି। ରତ୍ନାକର ପଲେଇ ଏବଂ ବିରଞ୍ଚି ନାୟକଙ୍କ…