Browsing Tag

mystery

ପର୍ବତରୁ ଗାୟବ ହେଉଛନ୍ତି ପର୍ଯ୍ୟଟକ, କଣ ରହିଛି ରହସ୍ୟ !

ଗରମ ଦିନରେ ମିଳୁଥିବା ଛୁଟି ଦିନରେ ପର୍ବତ ଏବଂ ପାହାଡ଼ରେ ପର୍ଯ୍ୟଟକଙ୍କ ଭିଡ଼ ବଢ଼ୁଛି । ତେବେ ବର୍ତ୍ତମାନ ଲୋକଙ୍କ ପ୍ରଥମ ପସନ୍ଦ ପାଲଟିଛି ହିମାଚଳ ପ୍ରଦେଶ । ହିମାଚଳ ପ୍ରଦେଶରେ ଥିବା ପାର୍ବତୀ ଭେଲି ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରୁଛି । ଏଠାରେ ପର୍ଯ୍ୟଟକମାନେ ପ୍ରକୃତିର ସୁନ୍ଦର ଦୃଶ୍ୟକୁ…

ପ୍ରତ୍ୟେକ ପ୍ରହରରେ ବଦଳେ ମା’ଙ୍କ ରୂପ, ଜାଣନ୍ତୁ ଜଗଦମ୍ବା ମନ୍ଦିରର ରହସ୍ୟ

ଭାରତରେ ଅନେକ ରହସ୍ୟମୟୀ ସ୍ଥାନ ରହିଛି । ଏହି ସ୍ଥାନମାନଙ୍କ ମଧ୍ୟରୁ ମନ୍ଦିର ଅନ୍ୟତମ । ପ୍ରତ୍ୟେକ ମନ୍ଦିରରେ ଭିନ୍ନ ମହିମା ରହିଛି । ତେବେ ଏହି ମନ୍ଦିରମାନଙ୍କ ମଧ୍ୟରୁ ମା ଜଗଦମ୍ବାଙ୍କ ମନ୍ଦିରର ମହିମା ଅନ୍ୟତମ । ମହାରାଷ୍ଟ୍ରର ନାଗପୁର ସହରରୁ ୧୫ କିଲୋମିଟର ଦୂରରେ ଅବସ୍ଥିତ ଏକ ମନ୍ଦିରରେ…

ନିର୍ବନ୍ଧ କଲେ ସୋନାକ୍ଷୀ ସିହ୍ନା! ମୁଦି ଦେଖାଇ ମିଷ୍ଟ୍ରି ବୟଙ୍କ ସହ ସେୟାର କଲେ ଫଟୋ; ନଜର ପକାନ୍ତୁ

ଶତ୍ରୁଘ୍ନ ସିହ୍ନାଙ୍କ ଝିଅ ତଥା ବଲିଉଡ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଫ୍ୟାନ୍‌ଙ୍କୁ ଏକ ବଡ଼ ଖୁସି ଖବର ଦେଇଛନ୍ତି। ସୋନାକ୍ଷୀ ସିହ୍ନା ନିଜ ଇନ୍‌ଷ୍ଟାଗ୍ରାମ୍‌ରେ କିଛି ଏଭଳି ଫଟୋ ସେୟାର କରିଛନ୍ତି, ଯାହାକୁ ଦେଖି ଲାଗୁଛି ସତେ ଯେମିତି ତାଙ୍କର ନିର୍ବନ୍ଧ ହୋଇଯାଇଛି। ସୋନାକ୍ଷୀ ନିଜ…

ରୋମାନିଆର ରହସ୍ୟ: ଏଠାକାର ପଥର ଆପେ ବଦଳାଉଛନ୍ତି ନିଜ ଆକାର, ଆପଣ ବି ଦେଖିଲେ କରି ପାରିବେନି ବିଶ୍ୱାସ

ବୟସ ବଢ଼ିବା ସହିତ ମଣିଷର ଚେହେରା ଓ ଆକାର ବଦଳି ଯାଇଥାଏ। ତେବେ କ’ଣ ପଥରଗୁଡ଼ିକ ସହିତ ବି ଏମିତି ହୋଇଥାଏ? ଏହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଆଜି ଆମେ ଆପଣଙ୍କୁ ଏମିତି ଏକ ଗାଁ ବିଷୟରେ କହିବୁ, ଯେଉଁଠି ମହଜୁଦ ଥିବା ପଥର ନିଜ ଆକାର ବହୁତ ଜଲ୍‌ଦି ବଦଳାଇ ଦିଅନ୍ତି। ଆଉ ଏହି କାରଣରୁ…

ମଣିଷକୁ ବି ମାରିକି ଖାଇଯାଆନ୍ତି ଏହି ନରଭକ୍ଷୀ ଜନଜାତି ! ଜାଣନ୍ତୁ ଏମାନଙ୍କ ବିଷୟରେ

ସାରା ବିଶ୍ୱରେ ଅନେକ ପ୍ରକାରର ଜନଜାତି ଲୋକ ବସବାସ କରୁଛନ୍ତି। କିଛି ଜନଜାତି ଏମିତି ବି ଅଛନ୍ତି, ଯେଉଁମାନେ ଆଜି ମଧ୍ୟ ଜଙ୍ଗଲୀ ଜୀବନ ବିତାଉଛନ୍ତି। ଏମାନେ ପୂରା ଦୁନିଆ ପାଇଁ କୌଣସି ରହସ୍ୟଠାରୁ କମ ନୁହନ୍ତି। ଆଜି ଆମେ ଆପଣଙ୍କୁ ଏମିତି ଏକ ଜନଜାତି ବିଷୟରେ କହିବୁ, ଯେଉଁମାନଙ୍କ ବିଷୟରେ…

କ’ଣ ସତରେ କୈଳାସ ପର୍ବତରେ ରୁହନ୍ତି ଭଗବାନ ଶଙ୍କର, ଜାଣନ୍ତୁ ଏହା ସହିତ ଜଡିତ କିଛି ତଥ୍ୟ

ପୌରାଣିକ କଥା ଅନୁସାରେ କୈଳାସ ର୍ପବତ ହେଉଛି ଭଗବାନ ଶିବଙ୍କର ନିବାସ ସ୍ଥଳୀ । ତେଣୁ ହିନ୍ଦୁ ଧର୍ମରେ ଏହି ପର୍ବତର ଅନେକ ମହତ୍ତ୍ୱ ରହିଛି । ତେବେ ହିମାଳୟ ପାର୍ବତ୍ୟାଞ୍ଚଳରେ ରହିଥିବା ଏହି କୈଳାସ ପର୍ବତର ଅନେକ ରହସ୍ୟ ଆଜି ପର୍ଯ୍ୟନ୍ତ ଗୋପନୀୟ ହୋଇ ରହିଛି । ଆଶ୍ଚର୍ଯ୍ୟର କଥା ଯେ, ଏହି…

ମାଟିର କେତେ ତଳ ପର୍ଯ୍ୟନ୍ତ ଯାଇଛି ମଣିଷ, କଣ ସତରେ ପୃଥିବୀର ଏହି ଗର୍ତ୍ତ ନର୍କର ଦ୍ୱାର ?

ସାଇନ୍ସ ପଢ଼ୁଥିବା ପିଲା ଯଦିଓ ବିଜ୍ଞାନର ଅନେକ କନସେପ୍ଟ ବୁଝିବାକୁ ଅସମର୍ଥ ଥାନ୍ତି କିନ୍ତୁ ଏହା ସତ ଯେ ବିଜ୍ଞାନ ପ୍ରତିଦିନ ନୂଆ ନୂଆ ଗବେଷଣା ଏବଂ ଉନ୍ନତି କରିଚାଲିଛି । ଆମର ବୈଜ୍ଞାନିକମାନେ କେବଳ ଚନ୍ଦ୍ର ଏବଂ ମଙ୍ଗଳ ନୁହେଁ ବରଂ ତାଠାରୁ ବି ଆଗକୁ ଯାଇସାରିଲେଣି । ପ୍ରତିଦିନ…

ଏହା ଏମିତି ଏକ ହ୍ରଦ, ଯେଉଁଠିକୁ ଗଲା ମାତ୍ରେ ଯେ କେହି ହୋଇଯାଆନ୍ତି ପଥର!

ଆପଣ ରାଜା ମିଡାସ୍‌ଙ୍କ କାହାଣୀ ତ ନିଶ୍ଚୟ ଶୁଣିଥିବେ। ସେ ଯେଉଁ ଜିନିଷକୁ ଛୁଅଁନ୍ତି, ତାହା ସୁନା ପାଲଟିଯାଏ। କିନ୍ତୁ କେବେ ଏମିତି ହ୍ରଦ ବିଷୟରେ ଶୁଣିଛନ୍ତି କି, ଯାହାର ପାଣିକୁ ଯେ କେହି ଛୁଇଁବା ମାତ୍ରେ ସେ ପଥର ପାଲଟିଯାଏ? ଆଜି ଆମେ ଆପଣଙ୍କୁ ଏହିି ହ୍ରଦ ବିଷୟରେ କହିବାକୁ ଯାଉଛୁ।…

ଏ ହେଉଛି ଦୁନିଆର ୯ଟି ଆଶ୍ଚର୍ଯ୍ୟମୟ ଜିନିଷ, ଆଜି ବି ଏହାର ରହସ୍ୟରୁ ଉଠିପାରିନାହିଁ ପର୍ଦ୍ଦା

ପୃଥିବୀରେ ଏମିତି ଅନେକ ଜିନିଷ ରହିଛି, ଯାହା ଆଜି ବି ରହସ୍ୟମୟ। ଏହା କେବେ ଏବଂ କେଉଁଠୁ ଆସିଛି, ତାହା ବିଷୟରେ କୌଣସି ଖୋଜ୍‌ ଖବର ନାହିଁ। ଆର୍କିଓଲୋଜିଷ୍ଟ ଆଜି ପଯ୍ୟର୍ନ୍ତ ଏ ବିଷୟରେ ପତ୍ତା ଲଗେଇ ପାରିନାହାନ୍ତି। କେଉଁଠି ପକ୍ଷୀର ପଞ୍ଝା ତ କେଉଁଠି ମାନବ ନିର୍ମିତ କୁହାଯାଉଥିବା ଗୁମ୍ଫା,…

ଦୁବାଇ ସହ ଜଡ଼ିତ ଏହି ରହସ୍ୟକୁ ଆଜି ପର୍ଯ୍ୟନ୍ତ ଆପଣ ଜାଣି ନ ଥିବେ!

ଦୁନିଆର ବିଳାସମୟ ସହର ମଧ୍ୟରେ ଦୁବାଇ ଅନ୍ୟତମ। ଭାରତର ଅନେକ ଲୋକ କାମ କରିବା ପାଇଁ ନହେଲେ ଭ୍ରମଣ କରିବା ପାଇଁ ଦୁବାଇ ଯାଇଥାଆନ୍ତି। ଯଦି ଆପଣ ବି ଦୁବାଇ ଯିବାର ପ୍ଲାନ୍‌ କରୁଥାଆନ୍ତି, ତା’ହେଲେ ଆଜି ଆମେ ଆପଣଙ୍କୁ ଦୁବାଇ ସହ ଜଡ଼ିତ ଏମିତି କିଛି ରହସ୍ୟ କହିବାକୁ ଯାଉଛୁ, ଯାହାକୁ ହୁଏତ ଆପଣ…

ଭାରତର ଅନେକ ରହସ୍ୟମୟ ପୁସ୍ତକ, ଯାହାକୁ ଆପଣ ଜାଣି ବି ଜାଣି ନାହାନ୍ତି

ଆମ ଦେଶ ଭାରତ ନିଜ ଗର୍ଭରେ କେତେ ଯେ ରହସ୍ୟ ସବୁକୁ ଲୁଚାଇ ରଖିଛି ତାର କୌଣସି ହିସାବ ନାହିଁ । ଏସବୁ ମଧ୍ୟରୁ କିଛି ଲୋକଲୋଚନକୁ ଆସିଥିବା ବେଳେ ଆଉ କିଛିର ରହସ୍ୟ ଭେଦ କରିବାକୁ କେହି ସମର୍ଥ ହୋଇ ନାହାନ୍ତି । ଅନେକ ରହସ୍ୟ ଅତି ପ୍ରାଚୀନ ଶାସ୍ତ୍ର, ପୁରାଣ ତଥା ଐତିହାସିକ ଗ୍ରନ୍ଥ ମାନଙ୍କରେ…