ଅପ୍ସରାଙ୍କୁ ଦେଖି ଏହିସବୁ ଋଷିମାନେ ନିଜର ନିୟନ୍ତ୍ରଣ ହରାଇ ବସିଥିଲେ, ଜାଣନ୍ତୁ କିଏ
ଅପ୍ସରାମାନେ ଦେବରାଜ ଇନ୍ଦ୍ରଙ୍କ ଅନେକ ଅସ୍ତ୍ର ମଧ୍ୟରୁ ଅନ୍ୟତମ, ଯାହାଙ୍କୁ ଦେବାମାନଙ୍କ ରାଜା ଇନ୍ଦ୍ରଦେବ ବଡ ଚତୁରତାର ସହ ବ୍ୟବହାର କରୁଥିଲେ। ପୌରାଣିକ ମାନ୍ୟତା ଅନୁଯାୟୀ ଅପ୍ସରାମାନେ ନିଜ ସୌନ୍ଦର୍ଯ୍ୟ ବଳରେ ପଥରକୁ ମଧ୍ୟ ନିଜ ପ୍ରତି ଆକର୍ଷିତ କରିବାର କ୍ଷମତା ରଖିଥାନ୍ତି। ଏହିକାରଣରୁ…