ସାପକୁ ନେଇ ରହିଛି ଅନେକ ଇତିହାସ ଓ ବିଜ୍ଞାନ, ଜାଣନ୍ତୁ କଣ ରହିଛି ରହସ୍ୟ
ସାପକୁ ଆପଣମାନେ ନିଶ୍ଚୟ ଦେଖିଥିବେ । ସାଧାରଣତ୍ଃ ପୌରାଣିକ କାହାଣୀ ଗୁଡିକରେ ଆମେ ସାପ ବିଷୟରେ ବିଭିନ୍ନ କଥା ଶୁଣିଥାଉ ଆଉ ଦେଖିଥାଉ । ଭଗବାନ ଶିବଙ୍କ ବେକରେ ସାପଟିଏ ଥିବା ଏବଂ ବିରାଟ ସାପ ଉପରେ ଭଗବାନ ବିଷ୍ଣୁ ଶୋଇରହିଥିବା ଆମେ ବିଭିନ୍ନ ଫଟୋରେ ଦେଖିଛୁ । ଏପରିକି ସାପକୁ ଦେଖିବା ମାତ୍ରେ…