ନବ ଦାସଙ୍କ ଝାରସୁଗୁଡ଼ା ଘରେ କ୍ରାଇମବ୍ରାଞ୍ଚ ଟିମ୍, ଦୀପାଲି ଓ ବିଶାଲଙ୍କ ହେବ ବୟାନ ରେକର୍ଡ଼
ଝାରସୁଗୁଡା: ଝାରସୁଗୁଡାରେ କ୍ରାଇମବ୍ରାଞ୍ଚ ଟିମ । ଝାରସୁଗୁଡା ସରବାହାଲ ସ୍ଥିତ ସ୍ବଗତ ନବଦାସଙ୍କ ବାସଭବନରେ ପହଁଚିଲେ କ୍ରାଇମବ୍ରାଞ୍ଚ । ଝିଅ ଦୀପାଲି ଦାସ ଓ ପୁଅ ଵିଶାଲ ଦାସଙ୍କ ବୟାନ ରେକର୍ଡ଼ କରିବା ସୂଚନା ରହିଛି । ପୂର୍ବରୁ ଦୀପାଲି ଓ ଵିଶାଲକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ଡ଼କରା…