Browsing Tag

Naba Das

ନବଙ୍କୁ ରାସ୍ତାରୁ ହଟାଇବାକୁ ପୂର୍ବରୁ ଦୁଇ ଥର ଉଦ୍ୟମ କରିଥିଲା ଗୋପାଳ, ପଲିଗ୍ରାଫ ଟେଷ୍ଟରେ କହିଛି ଗୋଟି ଗୋଟି ସତ

କେନ୍ୟୁଜ୍(ବ୍ୟୁରୋ):  ନବ ଦାସଙ୍କୁ କାହିଁକି ମାରିଲା ଗୋପାଳ ? ପଲିଗ୍ରାଫ ଟେଷ୍ଟରେ ଗୋପାଳ କହିଛି ଗୋଟି ଗୋଟି ସତ । ପ୍ରତିଶୋଧ ନେବାକୁ ହତ୍ୟା । ପ୍ରିପ୍ଲାନ୍‌ଡ ମର୍ଡର । ମାସେ ପୂର୍ବରୁ ଲୋଡ୍‌ କରିଥିଲା ପିସ୍ତଲ । ନବଙ୍କୁ ରାସ୍ତାରୁ ହଟାଇବାକୁ ପୂର୍ବରୁ ଦୁଇ ଥର ଉଦ୍ୟମ କରିଥିଲା । ତୃତୀୟ…

ବହୁଚର୍ଚ୍ଚିତ ନବ ଦାସଙ୍କୁ ହତ୍ୟା ପଛରେ ଷଡ୍‌ଯନ୍ତ୍ର ନାହିଁ, କ୍ରାଇମବ୍ରାଞ୍ଚ ରିପୋର୍ଟ

ବହୁଚର୍ଚ୍ଚିତ ନବ ଦାସଙ୍କୁ ହତ୍ୟା ପଛରେ ଷଡ୍‌ଯନ୍ତ୍ର ନାହିଁ । ଜୀବନ ପ୍ରତି ବିପଦ ଥିବାରୁ ପୂର୍ବତନ ମନ୍ତ୍ରୀଙ୍କୁ ହତ୍ୟା କଲା ଗୋପାଳ ଦାସ । ସେ ହିଁ ହତ୍ୟାକାରୀ । ଗୋପାଳ ବ୍ୟତୀତ ହତ୍ୟାରେ ଆଉ କାହାର ସଂପୃକ୍ତି ନାହିଁ । କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ୫୪୩ ପ୍ରାଥମିକ ଚାର୍ଜସିଟ୍‌ରେ…

କାହିଁକି ହତ୍ୟା କଲା ଗୋପାଳ ଦାସ ? କଣ ଥିଲା ମର୍ଡର ମୋଟିଭ୍‌ ? ଚାର୍ଜସିଟରେ ହତ୍ୟାର କାରଣ କହିବ କ୍ରାଇମବ୍ରାଞ୍ଚ

କେନ୍ୟୁଜ୍(ବ୍ୟୁରୋ): ନବ ଦାସଙ୍କ ହତ୍ୟାକୁ ତିନି ମାସ ବିତିଛି । ଆସନ୍ତା ୨୯ ତାରିଖରେ ୪ ମାସ ପୂରିବ । କାହିଁକି ହତ୍ୟା କଲା ଗୋପାଳ ଦାସ ? କଣ ଥିଲା ମର୍ଡର ମୋଟିଭ୍‌ ? ଚାର୍ଜସିଟରେ ହତ୍ୟାର କାରଣ କହିବ କ୍ରାଇମବ୍ରାଞ୍ଚ । ଆଜି ପ୍ରିଲିମିନାରୀ ଚାର୍ଜସିଟ୍‌ ଝାରସୁଗୁଡ଼ା ଜେଏମଏଫସି କୋର୍ଟରେ…

ମାନସିକ ରୋଗରେ ପୀଡ଼ିତ ଥିଲା ଅଭିଯୁକ୍ତ ଗୋପାଳ ଦାସ, ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଉତ୍ତର

ଭୁବନେଶ୍ୱର(କେନ୍ୟୁଜ) : ମାନସିକ ରୋଗରେ ପୀଡ଼ିତ ଥିଲା ନବ ଦାସଙ୍କ ହତ୍ୟାକାରୀ ଅଭିଯୁକ୍ତ ଗୋପାଳ ଦାସ। ବାଇପୋଲାର ଡିସ୍‌ଅର୍ଡରରେ ପୀଡ଼ିତ ଥିବାରୁ ଏଥିପାଇଁ ଚିକିତ୍ସିତ ମଧ୍ୟ ହୋଇଥିଲା। ପ୍ରଥମେ ୬୦ ଦିନ ଓ ପରେ ୧୧୯ ଦିନ ବାଇପୋଲାର ଡିସଅର୍ଡର ପାଇଁ ଚିକିତ୍ସିତ ହୋଇଥିଲା। ଗୋପାଳ ଦାସର ମାନସିକ…

ଦୀପାଳି ଦାସ ଝାରସୁଗୁଡ଼ା ଉପ ନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହେବା ଏକ ପ୍ରକାର ଫାଇନାଲ, ନବ ଦାସଙ୍କ ବୋହୂ ଦେଇଥିବା…

କେନ୍ୟୁଜ୍(ବ୍ୟୁରୋ): ଦୀପାଳି ଦାସ । ଝାରସୁଗୁଡ଼ା ଉପ ନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହେବା ଏକ ପ୍ରକାର ଫାଇନାଲ। ନିର୍ବାଚନ ତାରିଖ ଘୋଷଣା ପରେ ବିଜେଡି ସୁପ୍ରିମୋ ବିଧିବଦ୍ଧ ଭାବେ ତାଙ୍କ ନାଁ ଘୋଷଣା କରିପାରନ୍ତି । ଗତକାଲି ଦୀପାଳିଙ୍କୁ ନେଇ ନବ ଦାସଙ୍କ ବୋହୂ ଦେଇଥିବା ମନ୍ତବ୍ୟରୁ ଏହି…

ନବ ଦାସ ହତ୍ୟା ଘଟଣାରେ ପୁଣି ନୂଆ ଥିଓରୀ ଆଣିଲେ ବିରୋଧୀ ଦଳ ନେତା

କେନ୍ୟୁଜ(ବ୍ୟୁରୋ):  ତଦନ୍ତବେଳେ ଗୋପାଳଠୁ ଡ଼ାଏରି ମିଳିଥିଲା ବୋଲି ପୋଲିସ କହିଥିଲା। ନବ ହତ୍ୟାକାଣ୍ଡରେ ଡ଼ାଏରି ଥିଓରି ସନ୍ଦେହ ଅଧିକ ଘନୀଭୂତ କରୁଛି । ଗୋପାଳ ଏତେ ବଡ଼ ଲୋକ ନୁହେଁ ଯେ ଡାଏରି ଲେଖିବ । ଗୋପାଳ ଜରିଆରେ ଏବେ ଡାଏରିରେ ଲେଖି ନବ ହତ୍ୟାକାଣ୍ଡକୁ ଚପେଇବାକୁ ଉଦ୍ୟମ ହେଉଛି।…

ନବ ଦାସଙ୍କ ହତ୍ୟା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି : କହିଲେ – ଆମେରିକାର FBIର ସହାୟତା ଚାହୁଁଛି…

ଭୁବନେଶ୍ୱର (କେନ୍ୟୁଜ): ବିଧାନସଭାରେ ବିବୃତ୍ତି ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପ୍ରସଙ୍ଗରେ ଗୃହରେ ବିବୃତ୍ତି ରଖିଛନ୍ତି । ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ରଖିଛନ୍ତି ବିବୃତି। ମାମଲା ସମ୍ବେଦନଶୀଳ ଥିବାରୁ କ୍ରାଇମବ୍ରାଞ୍ଚକୁ ତଦନ୍ତ ନିର୍ଦ୍ଦେଶ…

ବାପାଙ୍କ ହତ୍ୟାକୁ ନେଇ ରାଜନୀତି କରାନଯାଉ: ନବ ଦାସଙ୍କ ଝିଅ ଦୀପାଳି

ଭୁବନେଶ୍ବର (କେନ୍ୟୁଜ): ବାପାଙ୍କ ହତ୍ୟାକୁ ରାଜନୈତିକ ପ୍ରସଙ୍ଗ କରାନଯାଉ । ଏହା ଏକ ସମ୍ବେଦନଶୀଳ ମାମଲା। କ୍ରାଇମ୍‌ବ୍ରାଞ୍ଚ ମାମଲାର ତଦନ୍ତ କରୁଛି । ଆଜି ପ୍ରେସ୍‌ମିଟ୍‌ କରି ଏହା କହିଛନ୍ତି ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ । ସେ କହିଛନ୍ତି, ବାପା ଗଲା ପରେ…

ଆଜି କିମ୍ବା କାଲି ଆସିପାରେ ନାର୍କୋ ଟେଷ୍ଟ ରିପୋର୍ଟ, ଝାରସୁଗୁଡ଼ା ଜେଏମଏଫସି କୋର୍ଟରେ ହେବ ଦାଖଲ

ଝାରସୁଗୁଡ଼ା(କେନ୍ୟୁଜ୍‌) : ଆଜି କିମ୍ବା କାଲି ଆସିପାରେ ନାର୍କୋ ଟେଷ୍ଟ ରିପୋର୍ଟ। ନବ ଦାସଙ୍କ ହତ୍ୟା ଘଟଣାରେ ଅଭିଯୁକ୍ତ ଗୋପାଳ ଦାସର ନାର୍କୋ ଓ ପଲିଗ୍ରାଫ ଟେଷ୍ଟ ରିପୋର୍ଟ ଦିନେ ଦୁଇଦିନ ମଧ୍ୟରେ ଦାଖଲ କରିବ ଗୁଜରାଟ ଗାନ୍ଧିନଗରର ଡିରେକ୍‌ଟୋରେଟ୍‌ ଅଫ୍‌ ଫରେନ୍‌ସିକ ସାଇନ୍‌ସ ସର୍ଭିସେସ-…

ଜେଲ୍‌ ଗଲା ଗୋପାଳ, JMFC କୋର୍ଟରେ ହାଜର ପରେ ଝାରସୁଗୁଡା ସବ୍‌ ଜେଲକୁ ଗଲା

ଝାରସୁଗୁଡା(କେନ୍ୟୁଜ୍‌) : ଆଜି ଜେଲ ଗଲା ଗୋପାଳ । ଝାରସୁଗୁଡା JMFC କୋର୍ଟରେ ହାଜର କରାଯିବା ପରେ ତାକୁ ଝାରସୁଗୁଡା ଉପକାରାଗାର (ସବଜେଲ୍‌) କୁ ନେଇଛି କ୍ରାଇମବ୍ରାଞ୍ଜ ।ଗତକାଲି ବିଳମ୍ବିତ ରାତିରେ ଗୋପାଳକୁ ରାୟପୁରରୁ ଝାରସୁଗୁଡା ଅଣାଯାଇଥିଲା।ଗତକାଲି ରାତିରୁ ଅଣାଯାଇ ବିମାନ ବନ୍ଦର…