Browsing Tag

Naba Das

ନାର୍କୋ ଟେଷ୍ଟରେ ଗୋପାଳ କହିଲା ନବଙ୍କ ହତ୍ୟା ପଛର ସତ, କାଲି କୋର୍ଟରେ ହେବ ହାଜର

ଝାରସୁଗୁଡ଼ା(କେନ୍ୟୁଜ) : ଗାନ୍ଧୀନଗରରେ ଫିଟିଲା ନବ ଦାସଙ୍କୁ ହତ୍ୟା ପଛର ଗୁମର । ନାର୍କୋ ଟେଷ୍ଟରେ ଗୋଟି ଗୋଟି କରି ସତ କହିଛି ଅତ୍ୟା ଅଭିଯୁକ୍ତ ଗୋପାଳ ଦାସ । ୨୯ ତାରିଖରୁ କ୍ରାଇମବ୍ରାଞ୍ଚ ଆଗରେ ଗପ କହୁଥିବା ବେଳେ ଗୁଜରାଟରେ ସବୁ ସତ କହିଛି ଗୋପାଳ । ୮ ତାରିଖରେ ଗୋପାଳକୁ ନେଇ ଗୁଜରାଟ…

ନବ ଦାସଙ୍କ ବାସଭବନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଧୈର୍ଯ୍ୟ ଧରିବାକୁ ଦେଲେ ଆଶ୍ୱାସନା

ଝରସୁଗୁଡା (କେନ୍ୟୁଜ): ଦିବଂଗତ ନେତା ନବ ଦାସଙ୍କ ବାସଭବନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ସୁରେଶ ପୂଜାରୀ। ଝାରସୁଗୁଡ଼ା ସରବାହାଲ ସ୍ଥିତ ଘରେ ନବଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଲେ କେନ୍ଦ୍ରମନ୍ତ୍ରୀ । ଦୁଃଖ ସମୟରେ ଧୈର୍ଯ୍ୟ ଧରିବାକୁ କହିଛନ୍ତି ଧର୍ମେନ୍ଦ୍ର ।…

ଆସନ୍ତାକାଲି ହେବ ଅଭିଯୁକ୍ତ ଗୋପାଳର ନାର୍କୋ ଟେଷ୍ଟ

ଝାରସୁଗୁଡା(କେନ୍ୟୁଜ୍‌) : ନବ ଦାସଙ୍କୁ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସର ଆସନ୍ତାକାଲି ହେବ ନାର୍କୋ ଟେଷ୍ଟ। ଏହା ପୂର୍ବରୁ ଆଜି ତାର ଡାକ୍ତରୀ ଯାଞ୍ଚ ଶେଷ ହୋଇଛି। ଗୋପାଳକୁ ଟ୍ରୁଥ ସେରମ ଦିଆଯାଇ ନାର୍କୋ ଟେଷ୍ଟ କରାଯିବ। ଗୁଜରାଟ ଗାନ୍ଧୀନଗର DFSSରେ ନାର୍କୋ ଟେଷ୍ଟ କରାଯିବ। ଏଥିରେ…

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲା: ଆଜି ଅଭିଯୁକ୍ତଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପରେ ହେବ ନାର୍କୋ ଟେଷ୍ଟ

(କେନ୍ୟୁଜ): ଗୋପାଳ ଦାସର ହେଲା ପଲିଗ୍ରାଫ୍‌ ଟେଷ୍ଟ । ପ୍ରଥମ ପର୍ଯ୍ୟାୟ ପଲିଗ୍ରାଫ ଟେଷ୍ଟ ହୋଇଥିବା ବେଳେ ଆଜି ମଧ୍ୟ ଏହା ଜାରି ରହିବ । ଆଜି ଗୋପାଳର ଡାକ୍ତରୀ ମାଇନା ପରେ ହେବ ନାର୍କୋ ଟେଷ୍ଟ । ଗୁଜରାଟ ଗାନ୍ଧୀନଗରରେ DFSSରେ ପଲିଗ୍ରାଫ୍‌ ଟେଷ୍ଟ ହୋଇଛି । ବ୍ରଜରାଜନଗର JMFC କୋର୍ଟଙ୍କ…

ବାପା ଛେଉଣ୍ଡ ହେଲୁ ଆମ ହାତ ଛାଡିବେନି, ବାପାଙ୍କୁ ମନେ ପକାଇ ସଭାରେ କାନ୍ଦିଲେ ଝିଅ ଦୀପାଳି ଓ ପୁଅ ବିଶାଲ

ଝାରସୁଗୁଡା(କେନ୍ୟୁଜ୍): ବାପା ନବ ଦାସଙ୍କୁ ମନେପକାଇ ଶ୍ରଦ୍ଧାଞ୍ଜଳି ସଭାରେ କାନ୍ଦିଲେ ଝିଅ ଦୀପାଳି। ବାପାଙ୍କ ସ୍ମୃତିଚାରଣ କରି ସଭାରେ କାନ୍ଦିଲେ ଝିଅ ଦୀପାଳି। କହିଲେ, ବାପା କହୁଥିଲେ ସତ୍ୟର ବିଜୟ ହେବ। ଝାରସୁଗୁଡ଼ାର ବିକାଶ ବାପାଙ୍କର ସ୍ୱପ୍ନ ଥିଲା। ଝାରସୁଗୁଡ଼ାରେ କ୍ୟାନସର ହସ୍ପିଟାଲ…

ନାର୍କୋ ଓ ପଲିଗ୍ରାଫ ଟେଷ୍ଟ ପାଇଁ ଗୁଜରାଟରେ ଗୋପାଳ, ଟେଷ୍ଟ ପ୍ରକ୍ରିୟା ଜାରି

ଝାରସୁଗୁଡ଼ା (କେନ୍ୟୁଜ୍) : ଗୋପାଳ ଦାସର ନାର୍କୋ ଟେଷ୍ଟ ପ୍ରକ୍ରିୟା ଜାରି ରହିଛି। ସାଙ୍ଗରେ ଅଛନ୍ତି ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ୮ଜଣିଆ ଟିମ୍‌ । ନାର୍କୋ ଓ ପଲିଗ୍ରାଫ ଟେଷ୍ଟରୁ ଜଣା ପଡ଼ିବ କେତେ କହିଛି ସତ, କଣ ମିଛ କହିଛି ଜଣା ପଡ଼ିବ । ନାର୍କୋ ଓ ପଲିଗ୍ରାଫ ଟେଷ୍ଟ ପାଇଁ ଗୋପାଳକୁ…

ନବ ଦାସଙ୍କ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଆବେଦନ ହାଇକୋର୍ଟରେ ଖାରଜ

କଟକ(କେନ୍ୟୁଜ) : ଗୁଳିମାଡ଼ରେ ନବ ଦାସଙ୍କ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଆବେଦନ ହାଇକୋର୍ଟରେ ହୋଇଛି ଖାରଜ । ଗୋଟିଏ ଦିନରେ ମାମଲାର ଶୁଣାଣି ଶେଷ କଲେ ହାଇକୋର୍ଟ । ବିଚାର ବେଳେ ସରକାରଙ୍କ ପକ୍ଷରୁ ଉତ୍ତର ରଖିଲେ ଆଡଭୋକେଟ୍‌ ଜେନେରାଲ୍‌ । ହାଇକୋର୍ଟ କହିଛନ୍ତି, ନବ ଦାସଙ୍କୁ ଗୁଳିମାଡ଼…

ଆଜି ଦିବଂଗତ ନେତା ନବ ଦାସଙ୍କ ଦ୍ୱାଦଶାହ, ଝାରସୁଗୁଡ଼ା ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ଦିବଂଗତ ନେତା ନବ ଦାସଙ୍କ ଦ୍ୱାଦଶାହ । ଏଥିପାଇଁ ଆଜି ଝାରସୁଗୁଡ଼ା ଯିବେ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବ ଦାସଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେବେ । ସରବାହାଲ ହାଇସ୍କୁଲ ପଡ଼ିଆରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି । ଶ୍ରଦ୍ଧାଞ୍ଜଳି ସଭାରେ…

ଗାନ୍ଧିଛକରେ କ୍ରାଇମ୍‌ ସିନ୍‌ ରିକ୍ରିଏସନ୍‌, ଗୋପାଳ ଦେଖାଇଲା କେମିତି କରିଥିଲା ଗୁଳି

ଝାରସୁଗୁଡା (କେନ୍ୟୁଜ୍‌) : ଗୋପାଳ ଦେଖାଇଲା କେମିତି ଗୁଳି କରିଥିଲା । ଦୁଇ ହାତରେ ବନ୍ଧୁକ ଧରି ଗୁଳି ମାରିଥିଲା ଗୋପାଳ । କ୍ରାଇମ ସିନ୍‌ ରିକ୍ରିଏସନ୍‌ ବେଳେ ଗୋପାଳ ଦେଖାଇଲା ନବ ଦାସଙ୍କୁ କେମିତି ଗୁଳି ମାରିଥିଲା । ଗୁଳି ମାରିବା ବେଳେ ଦୁଇ ହାତରେ ବନ୍ଧୁକକୁ ଧରିଥିଲା । ଫୁଲ ମାଳ…

କ୍ରାଇମ ସ୍ପଟରେ ଗୋପାଳ, କ୍ରାଇମ ସିନ ରିକ୍ରିଏସନ କରାଇଲା ଗାନ୍ଧିନଗର ଡାଇରୋକ୍ଟୋରେଟ ଅଫ ଫରେନ୍‌ସିକ ସାଇନ୍‌ସ

ଝାରସୁଗୁଡା (କେନ୍ୟୁଜ୍‌) : ମନ୍ତ୍ରୀ ନବ ଦାସଙ୍କୁ କେମିତି ହତ୍ୟା କରିଥିଲା ତାହା ଦେଖାଇଲା ଗୋପାଳ ଦାସ । ସେଥିପାଇଁ କ୍ରାଇମ ସ୍ପଟକୁ ଗୋପାଳକୁ ନିଆଯାଇଛି ।କ୍ରାଇମସିନ ରିକ୍ରିଏସନ୍‌ କରୁଛନ୍ତି ଗୁଜରାଟ ଗାନ୍ଧିନଗର ଡାଇରୋକ୍ଟୋରେଟ ଅଫ ଫରେନ୍‌ସିକ ସାଇନ୍‌ସ। କ୍ରାଇମସ୍ପଟରେ ଡେମୋ ଦେଖାଉଛି…

ମନ୍ତ୍ରୀ ନବ ଦାସଙ୍କ ଆଜି ଦଶାହ : ସ୍ମୃତି ସଭାରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଝାରସୁଗୁଡ଼ା (କେନ୍ୟୁଜ): ସ୍ୱର୍ଗତ ନବ ଦାସଙ୍କ ଆଜି ଦଶାହ । ତାଙ୍କ ଅମର ଆତ୍ମାର ସଦଗତି ପାଇଁ ସ୍ମୃତି ସଭାର ଆୟୋଜନ କରାଯାଇଛି । ଝାରସୁଗୁଡ଼ା ୨ରେ ଆୟୋଜିତ ହେବ ସ୍ମୃତି ସଭା । ସ୍ମୃତି ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏଥିସହ ରାଜ୍ୟସ୍ତରୀୟ ସମସ୍ତ…

ନବ ଦାସଙ୍କ ହତ୍ୟାର ୮ ଦିନ ପରେ ବି ଜଣାପଡ଼ିନି ହତ୍ୟାର କାରଣ,ସାଇକୋଲୋଜିକାଲ ଆସେସମେଣ୍ଟ କରୁଛି CFSL ଟିମ୍‌

ଝାରସୁଗୁଡା(କେନ୍ୟୁଜ) : ନବ ଦାସଙ୍କ ହତ୍ୟାକୁ ୮ ଦିନ ବିତିଥିଲେ ବି ଏଯାଏ ଜଣାପଡ଼ିନି ହତ୍ୟାର କାରଣ । ଗୋପାଳ ଦାସ କାହିଁକି ଗୁଳି କରି ମାରିଲା ରହସ୍ୟ ଏବେ ବି ରହସ୍ୟ ହୋଇ ରହିଛି । ମର୍ଡର ମୋଟିଭ୍‌ କ’ଣ ଜାଣିବା ପାଇଁ ରିମାଣ୍ଡରେ ନେଇ କିଲର୍‌ ଏଏସଆଇ ମୁହଁରୁ ସତ ଉଗାରୁଛି କ୍ରାଇମବ୍ରାଞ୍ଚ ।…