Browsing Tag

Naba Das’s murder

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲା: ଆଜି ଅଭିଯୁକ୍ତଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପରେ ହେବ ନାର୍କୋ ଟେଷ୍ଟ

(କେନ୍ୟୁଜ): ଗୋପାଳ ଦାସର ହେଲା ପଲିଗ୍ରାଫ୍‌ ଟେଷ୍ଟ । ପ୍ରଥମ ପର୍ଯ୍ୟାୟ ପଲିଗ୍ରାଫ ଟେଷ୍ଟ ହୋଇଥିବା ବେଳେ ଆଜି ମଧ୍ୟ ଏହା ଜାରି ରହିବ । ଆଜି ଗୋପାଳର ଡାକ୍ତରୀ ମାଇନା ପରେ ହେବ ନାର୍କୋ ଟେଷ୍ଟ । ଗୁଜରାଟ ଗାନ୍ଧୀନଗରରେ DFSSରେ ପଲିଗ୍ରାଫ୍‌ ଟେଷ୍ଟ ହୋଇଛି । ବ୍ରଜରାଜନଗର JMFC କୋର୍ଟଙ୍କ…

ପୁଣି ୫ ଦିନିଆ ରିମାଣ୍ଡରେ ଅଭିଯୁକ୍ତ ଗୋପାଳ ଦାସ: ହେବ ନାର୍କୋ ଓ ପଲିଗ୍ରାଫ ଟେଷ୍ଟ

ଭୁବନେଶ୍ବର(କେନ୍ୟୁଜ୍): ନବ ଦାସଙ୍କୁ ଗୁଳି କରି ହତ୍ୟା ମାମଲାରେ ପୁଣି ୫ ଦିନିଆ ରିମାଣ୍ଡରେ ଅଭିଯୁକ୍ତ ଗୋପାଳ ଦାସ। ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଲେ JMFC କୋର୍ଟ । ଅଭିଯୁକ୍ତ ଗୋପାଳର ହେବ ନାର୍କୋ ଓ ପଲିଗ୍ରାଫ ଟେଷ୍ଟ। ନାର୍କୋ ଓ ପଲିଗ୍ରାଫ ଟେଷ୍ଟ ପାଇଁ ଅନୁମତି…

ବ୍ରଜରାଜନଗର: କ୍ରାଇମ ସ୍ପଟରେ ପୋଲିସ ଡିଜି, ଘଟଣାସ୍ଥଳରେ ଅନୁଧ୍ୟାନ କରୁଛନ୍ତି ସ୍ଥିତି

ଝାରସୁଗୁଡ଼ା (କେନ୍ୟୁଜ): କ୍ରାଇମ୍‌ ସ୍ପଟ୍‌ରେ ପୋଲିସ ଡିଜି । ଆଜି ଘଟଣାସ୍ଥଳକୁ ଯାଇଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ । କ୍ରାଇମ ସ୍ପଟ୍‌ ବ୍ରଜରାଜନଗର ଗାନ୍ଧି ଛକକୁ ଯାଇଛନ୍ତି ପୋଲିସ ଡିଜି । ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଗତକାଲି…

କ୍ରାଇମ୍‌ ସ୍ପଟ୍‌ରେ ସତ ଉଗାରୁଛି ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାରୀ: ଆଜି ସରିବ ଗୋପାଳର ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ…

ଝାରସୁଗୁଡା (କେନ୍ୟୁଜ): ରିମାଣ୍ଡରେ ସତ ଉଗାରୁଛି ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାରୀ ଗୋପାଳ ଦାସ । ଗତକାଲି କ୍ରାଇମ୍‌ ସ୍ପଟ୍‌ରେ କ୍ରାଇମ୍‌ ସିନ୍‌ ଦେଖାଇଥିଲା । ପଏଣ୍ଟ ବ୍ଲାଙ୍କରୁ କେମିତି ଗୁଳି ଚଳାଇଥିଲା ତଦନ୍ତକାରି ଟିମ୍‌ ଆଗରେ ଡେମୋ ଦେଖାଇଥିଲା ଗୋପାଳ । ଆଜି ଅଭିଯୁକ୍ତର ଦ୍ୱିତୀୟ…

ନବଙ୍କ ମୃତ୍ୟୁକୁ ପୁରିଲା ୮ ଦିନ, ଅସ୍ଥି ବିସର୍ଜନ ପାଇଁ ପ୍ରୟାଗରାଜ୍ ଗଲେ ପୁଅ ବିଶାଲ

ଝାରସୁଗୁଡ଼ା (କେନ୍ୟୁଜ): ଆହ୍ଲାବାଦ ଗଲା ନବ ଦାସଙ୍କ ଅସ୍ଥି । ବାପାଙ୍କ ଅସ୍ଥି ନେଇ ଗଲେ ପୁଅ ବିଶାଲ । ଝାରସୁଗୁଡ଼ା ବିମାନବନ୍ଦରରୁ ଗଲେ ପୁଅ ବିଶାଲ । ଗତ ରବିବାର ନବ ଦାସଙ୍କୁ ଗୁଳି କରି ହତ୍ୟା କରିଥିଲା ଗୋପାଳ ଦାସ । ପୁଅ ବିଶାଲଙ୍କ ସହ ତାଙ୍କ ସମ୍ପର୍କୀୟ ମଧ୍ୟ ଆହ୍ଲାବାଦ ଯାଇଛନ୍ତି ।…

ନବ ଦାସ ହତ୍ୟା ମାମଲା: କ୍ରାଇମବ୍ରାଞ୍ଚକୁ ମିଳୁନି ଗୋପାଳ ମାରିଥିବା ଗୋଟିଏ ଗୁଳି

ଝାରସୁଗୁଡା (କେନ୍ୟୁଜ): ନବ ଦାସଙ୍କ ଉପରେ ବାଜିଥିବା ଗୁଳି ଏଯାଏ ମିଳିନି । ଗୋପାଳ ଦାସ ୩ ରାଉଣ୍ଡ ଫାୟାର କରିଥିଲା । ନବ ଦାସଙ୍କୁ ବାଜିଥିଲା ପ୍ରଥମ ଗୁଳି । ତେବେ ନବ ଦାସଙ୍କୁ ହତ୍ୟାର ତଦନ୍ତରେ ମିଳିଲା ବଳିଷ୍ଠ ପ୍ରମାଣ । ନବଙ୍କ ଛାତିରେ ବାଜିଥିବା ଗୁଳି କୁଆଡ଼େ ଗଲା ବୋଲି ତନାଘନା…

ନବ ଦାସଙ୍କ ହତ୍ୟା ଘଟଣା: କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ବଡ଼ ସୁରାକ, ପାଇଖାନା ଟାଙ୍କିରୁ ମିଳିଲା ୧୨ଖଣ୍ଡ କାଗଜ !

ଝାରସୁଗୁଡା (କେନ୍ୟୁଜ): ପାଇଖାନା ଟାଙ୍କିରେ ଲୁଚିଥିଲା ପ୍ରମାଣ! ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାର ସମସ୍ତ ପ୍ରମାଣ ନଷ୍ଟ କରିଦେବାକୁ ସବୁ ଉଦ୍ୟମ କରିଥିଲା ଗୋପାଳ । ପାଇଖାନା ଟାଙ୍କିରେ ଲୁଚାଇ ରଖିଥିଲା ତଥ୍ୟ । କ୍ରାଇମବ୍ରାଞ୍ଚ ଟିମ୍‌ ହାତରେ ଲାଗିଛି ବଡ଼ ସୁରାକ । ପାଇଖାନା…

ନବ ଦାସକୁ ହତ୍ୟା କରିବା ପୂର୍ବରୁ ପ୍ରସ୍ତୁତ ଥିଲା ଗୋପାଳ! ବିଭିନ୍ନ କାର୍ଯ୍ୟକ୍ରମରେ ସାଙ୍ଗରେ ବୁଲୁଥିଲା; ଭାଇରାଲ…

ଝାରସୁଗୁଡା (କେନ୍ୟୁଜ): ନବ ଦାସଙ୍କ ସହ ସବୁଠି ଥିଲେ ହତ୍ୟାକାରୀ ଗୋପାଳ ଦାସ । ଝାରସୁଗୁଡ଼ା ଜିଲ୍ଲାରେ କାର୍ଯ୍ୟକାଳ ସମୟରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ନିକଟତର ହେବାର ଅନେକ ସୁଯୋଗ ପାଇଥିଲେ ଗୋପାଳ । ବ୍ରଜରାଜନଗର ବିଧାନସଭା କ୍ଷେତ୍ରକୁ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ…

ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ ମାମଲା: କ୍ରାଇମ୍‌ ସିନ୍‌ ଦେଖାଇବ କିଲର ଏସ୍‌ଆଇ

ଝାରସୁଗୁଡା (କେନ୍ୟୁଜ): ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟାର ରହସ୍ୟ ଭେଦୁଛି କ୍ରାଇମବ୍ରାଞ୍ଚ । ବ୍ରଜରାଜନରରେ କ୍ରାଇମ ସ୍ପଟ୍‌ରେ ତନାଘନା ଜୋରଦାର ହୋଇଛି । ଅନ୍ୟପଟେ ଅଭିଯୁକ୍ତ ଗୋପାଳ ଦାସର ବ୍ରହ୍ମପୁର ସ୍ଥିତ ଘରେ କ୍ରାଇମବ୍ରାଞ୍ଚର ଗୋଟିଏ ଟିମ୍‌ ପହଞ୍ଚି ଖୋଳତାଡ…

ନବ ଦାସଙ୍କୁ ଗୁଳିମାଡ଼ ମାମଲା: ଘଟଣାସ୍ଥଳରେ ଛାନ୍‌ଭିନ୍‌ କରୁଛି କ୍ରାଇମବ୍ରାଞ୍ଚ ଓ ସାଇଣ୍ଟିଫିକ୍‌ ଟିମ୍‌

ଝାରସୁଗୁଡା (କେନ୍ୟୁଜ): ନବ ଦାସଙ୍କୁ ଗୁଳିମାଡ଼ ଘଟଣାରେ ଛାନ୍‌ଭିନ୍‌ । କ୍ରାଇମ୍‌ ସ୍ପଟ୍‌ରେ କ୍ରାଇମବ୍ରାଞ୍ଚ ଟିମ୍‌ । ବ୍ରଜରାଜନଗରରେ ସ୍ୱାସ୍ଥ୍ୟମନ୍ତ୍ରୀ ନଦ ଦାସଙ୍କ ଉପରେ ଗୁଳିମାଡ଼ ହୋଇଥିବା ସ୍ଥାନରେ ସରଜମିନ ଖୋଳତାଡ କରୁଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଓ ଟିମ୍‌ ।…

ନବ ଦାସଙ୍କୁ ଗୁଳିକରି ହତ୍ୟା ଘଟଣା: ଫୋରେନସିକ ଲାବ୍‌ ଗଲା ଜବତ ହୋଇଥିବା ପିସ୍ତଲ, ଗୁଳି

(କେନ୍ୟୁଜ): ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରିବା ଘଟଣାକୁ ଦୁଇ ଦିନ ହେଲାଣି । କିନ୍ତୁ ଏଯାଏ ଜଣା ପଡ଼ିନି କାହିଁକି ମନ୍ତ୍ରୀଙ୍କୁ ଗୁଳି ମାରିଲା ଗୋପାଳ କୃଷ୍ଣ ଦାସ ? ଗତକାଲି ଗୋପାଳ ଦାସଙ୍କୁ ଗିରଫ ଦର୍ଶାଇଥିଲା କ୍ରାଇମବ୍ରାଞ୍ଚ। ଗୋପାଳ ଦାସଙ୍କୁ ଝାରୁସୁଗୁଡାର…