Browsing Tag

nabakalebara bramha bibhrata

ନବକଳେବର ବ୍ରହ୍ମ ବିଭ୍ରାଟ ଘଟଣା , ପୁଣି ୯ଜଣ ଦଇତାପତିଙ୍କୁ ନୋଟିସ୍‌

ପୁରୀ(କେନ୍ୟୁଜ୍) : ନବକଳେବର ବ୍ରହ୍ମ ବିଭ୍ରାଟ ଘଟଣାରେ ପୁଣି ୯ଜଣ ଦଇତାପତିଙ୍କୁ ନୋଟିସ୍‌। ବିଶୃଙ୍ଖଳିତ ଆଚରଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି। ୧୫ ଦିନ ମଧ୍ୟରେ ଜବାବ ରଖିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଗତ ୧୪ ନଭେମ୍ବରରେ ଜାରି ହୋଇଥିବା ନୋଟିସର ଉତ୍ତର…