Browsing Tag

nabarangpur

ବାପପୁଅ ଉପରେ ଆକ୍ରମଣ କରିଛି ଭାଲୁ, ଚାଲିଗଲା ଦୁଇ ଜୀବନ

ନବରଙ୍ଗପୁର : ଭାଲୁ- ମଣିଷ ଲଢ଼େଇର ଭୟଙ୍କର ଚିତ୍ର ଦେଖିବାକୁ ମିଳିଛି।  ଭାଲୁ ଆକ୍ରମଣରେ ବାପପୁଅ ମୃତ ଓ ଫରେଷ୍ଟ ଗାର୍ଡ ଗୁରୁତର ହୋଇଛନ୍ତି ।  ନବରଙ୍ଗପୁର ଜିଲ୍ଲା ଛତିଶଗଡ଼ ସୀମନ୍ତ କାଙ୍କେର ଜିଲ୍ଲା ଡଙ୍ଗରକଟା ଗାଁ ନିକଟ ଜେଲାନକାସା ଜଙ୍ଗଲରେ ଆକ୍ରମଣ କରିଛି ଭାଲୁ । ଆକ୍ରମଣ ବେଳର…

ନବରଙ୍ଗପୁର ଜିଲ୍ଲାର ଲୋକ ମହୋତ୍ସବର ଶେଷଦିନରେ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ 

ନବରଙ୍ଗପୁର: ଦକ୍ଷିଣ ଓଡିଶା ବିଶେଷତଃ ଅବିଭକ୍ତ କୋରାପୁଟ ଜିଲ୍ଲାକୁ ବିକାଶର ଧାରାରେ ଆଗେଇ ନେବା ପାଇଁ ରାଜ୍ୟ ସରକାର ଲୋକଙ୍କ ସରକାର ପ୍ରତିଶ୍ରୁତି ବଦ୍ଧ। ମଣ୍ଡେଇ ଉତ୍ସବ ପାଳନ ଅବସରରେ ଦଳ ମତ ନିର୍ବିଶେଷ ରେ ଏଥିପାଇଁ ସମସ୍ତେ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆହ୍ୱାନ…

ପିଲାଙ୍କୁ ଡ୍ରେସ ବଣ୍ଟନ ସମୟରେ ଛାତରୁ ଖସିଲା ଫ୍ୟାନ, ଶିକ୍ଷୟତ୍ରୀ ଆହତ

ଉମରକୋଟ : ଶ୍ରେଣୀ ଗୃହ ଛାତ ଉପରୁ ଫ୍ୟାନ ଖସି ଶିକ୍ଷୟତ୍ରୀ ଆହତ ଏହିଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅଧୀନ କରଣ୍ଡିଆଗୁଡା ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ।  ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ନମିତା ରାୟ ପିଲାଙ୍କୁ ଡ୍ରେସ ବାଣ୍ଟିବା ସମୟରେ ଶ୍ରେଣୀ ଗୃହର ଛାତରୁ…

ଛାତ୍ରୀଙ୍କୁ ଅସଦାଚରଣ କଲେ ପ୍ରଧାନଶିକ୍ଷକ, ସ୍କୁଲ ଘେରିଲେ ଗାଁ ଲୋକ

ନବରଙ୍ଗପୁର : ଏ ଆମ ସାର୍ । ଆମକୁ ପାଠ ପଢ଼ାନ୍ତି । ଆମ ଉଜ୍ଜ୍ବଳ ଭବିଷ୍ୟତ ଗଢ଼ୁଛନ୍ତି । ଆମେ ବି ତାଙ୍କୁ ବହୁତ ସମ୍ମାନ ଦେଉ । କିନ୍ତୁ ସେ ଯେଉଁ କାଣ୍ଡ କରୁଛନ୍ତି ଆପଣ ଜାଣିଲେ ମୁଣ୍ଡରେ ହାତ ଦେବେ । ସହଜରେ ବିଶ୍ବାସ କରିପାରିବେନି ଆପଣ । ଯେଉଁ ଛାତ୍ରୀମାନଙ୍କ ସହ ଏଭଳି କାରନାମା କରିଥିଲେ…

ସଂସ୍କାର ପାଇଁ ଶ୍ମଶାନ ମନା: ୨୪ଘଣ୍ଟାରୁ ଅଧିକ ସମୟ ହେଲାଣି ଘରେ ପଡିରହିଛି ମରଶରୀର

ନବରଙ୍ଗପୁର: ପୁଣି ମୃତଦେହକୁ ମିଳିଲାନି ସମ୍ମାନ ।  ମୃତ୍ୟୁ ପରେ ବି ହଟୁନି ସାମାଜିକ କଟକଣା । ସଂସ୍କାର ପାଇଁ ମଶାଣିରେ ଜାଗା ଦେଉନାହାନ୍ତି ଗ୍ରାମବାସୀ । ସତରେ ଆଜିର ସଭ୍ୟ ସମାଜରେ ଧର୍ମର ଏଇ ଲଢେଇ ଭିତରେ ବନ୍ଧା ପଡିଛି ମୃତଦେହ । ଧର୍ମ ପରିବର୍ତନ ଯୋଗୁଁ ମୃତ୍ୟୁ ପରେ ମିଳିଲାନି ଶ୍ମଶାନ…

ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ଘଟଣା, ଦୋଷୀକୁ ଚିହ୍ନଟ କରିବାରେ ବିଫଳ ହେଇଛି ପୋଲିସ

ନବରଙ୍ଗପୁର : ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ଘଟଣାକୁ ବିତିଲା ୭ ଦିନ ।  ଦୋଷୀକୁ ଚିହ୍ନଟ କରିବାରେ ବିଫଳ ହେଇଛି ପୋଲିସ ।  ପ୍ରତିବାଦରେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ସଦର ବ୍ଲକରେ ୬ ଘଣ୍ଟିଆ ବନ୍ଦ ପାଳନ କରିଛି ଜୟ ତେନ୍ତୁଳିଖୁଣ୍ଟି ଗ୍ରୁପ । ଘଟଣାରେ ଦୋଷୀଙ୍କୁ…

ଅସହାୟ ବୃଦ୍ଧଙ୍କୁ ଉଦ୍ଧାର କରିଲେ ବିଡ଼ିଓ, ଚାରିଆଡୁ ଛୁଟୁଛି ପ୍ରଶଂସା

ନବରଙ୍ଗପୁର: ଜଣେ ଅସହାୟ ବୃଦ୍ଧଙ୍କୁ ଯୁବ ଗୋଷ୍ଠୀଙ୍କ ସହ ମିଶି ଉଦ୍ଧାର କରି ପ୍ରଶଂସିତ ହେଉଛନ୍ତି ନନ୍ଦାହାଣ୍ଡି ବ୍ଲକ ବିଡ଼ିଓ ଶ୍ରୀ କ୍ଷୀରୋଦ ଚନ୍ଦ୍ର ସାହୁ । ମାଳିଗୁଡାର ଏକ ମକା ବିଲରୁ ଜଣେ ଅସହାୟ ବୃଦ୍ଧଙ୍କୁ ଉଦ୍ଧାର କରି ପ୍ରଶଂସିତ ହେଇଛନ୍ତି ନନ୍ଦାହାଣ୍ଡି ବିଡ଼ିଓ ଏବଂ ଯୁବ ଗୋଷ୍ଠୀ ।…

ନବରଙ୍ଗପୁର: ଅସୁସ୍ଥ ମା’ର ଜୀବନ ବଞ୍ଚାଇବାକୁ ଯାଇ ପୁଅର ମୃତ୍ୟୁ

ନବରଙ୍ଗପୁର : ମାଆର ଚିକିତ୍ସା କରିବାକୁ ଆସି ପୁଅର ମୃତ୍ୟୁ । ନବରଙ୍ଗପୁର ଜିଲ୍ଲା ଚେପଟିମ୍ଆମ୍ବା ଗାଁରେ ଘଟିଛି ଘଟଣା । ମାଆର ଚିକିତ୍ସା ପାଇଁ ପୁଅ ମଧୁ ଜାନି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ମାଆକୁ ରକ୍ତର ଆବଶ୍ୟକ ଥିବାରୁ ନିଜେ ରକ୍ତ ଦେଇଥିଲେ । ପରେ ମଧୁ ଯାନୀ ଝାଡାବାନ୍ତିରେ…

୧୫ ଦିନ ପରେ ଜନ୍ତାରେ ପଡ଼ିଲା ଭାଲୁ, ଗାଁରେ ଖେଳାଉଥିଲା ଆତଙ୍କ

ନବରଙ୍ଗପୁର: ଶେଷରେ ବନବିଭାଗର ଜନ୍ତାରେ ଫସିଛି ଭାଲୁ । ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡିରେ ବନ ବିଭାଗ ଓ ଗ୍ରାମବାସୀଙ୍କ ନିଦ ହଜାଇଥିବା ଭାଲୁ ଶେଷରେ ଜନ୍ତାରେ ପଡ଼ିଛି। ୧୫ରୁ ୨୦ ଦିନ ହେବ ଚନ୍ଦ୍ରପୁର ଗାଁରେ ଆତଙ୍କ ଖେଳାଇଥିଲା । ବନ ବିଭାଗ ଭାଲୁ ଉପରେ ତୀକ୍ଷ୍ଣ ନଜର ରଖିଥିଲା । ଗତକାଲି…

ମହାନତା ଦେଖାଇଲେ ବିଡ଼ିଓ, ଝାଡ଼ାବାନ୍ତିରେ ଆକ୍ରାନ୍ତ ୭ ବର୍ଷର ଛୁଆକୁ ନିଜେ ହାତରେ ନେଲେ ହସ୍ପିଟାଲ

"ଆମେ ଘରେ ମରିଯିବୁ ପଛେ କିନ୍ତୁ ମେଡ଼ିକାଲ ଯିବୁନି "। ଘରୁ ଗୋଡ଼ କାଢ଼ିଲେ ରହିଛି ମୃତ୍ୟୁର ଭୟ । କିଛି ଏଭଳି ବିଶ୍ୱାସ ନେଇ ଘରୁ ମେଡ଼ିକାଲ ଯିବାକୁ ଅମଙ୍ଗ ହୋଇ ଘରେ ରହି ବାରଣ୍ଡାରେ ଶୋଇ ଚିକିତ୍ସିତ ହେଉଥିଲେ ଝାଡ଼ାବାନ୍ତି ଆକ୍ରାନ୍ତ ରୋଗୀ । ଗାଁରେ ଗତ ୪ ଦିନରେ ଝାଡ଼ାବାନ୍ତି ଆକ୍ରାନ୍ତର…

ଚୋରା ଚାଲାଣ ବେଳେ ମାଡ଼ି ବସିଲା ବନବିଭାଗ, ୧୭୬ଟି ବିରଳ କଇଁଛ ଜବତ; ୪ ଗିରଫ

ଉମରକୋଟ (କେନ୍ୟୁଜ): କଇଁଛ ଚୋରା ଚାଲାଣ ବେଳେ ମାଡ଼ି ବସିଲା ବନବିଭାଗ । ୧୭୬ଟି ବିରଳ କଇଁଛ ଜବତ, ୪ ଜଣ ଗିରଫ। ଚୋରା ଚାଲାଣକାରୀଙ୍କୁ ବାନ୍ଧିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବନବିଭାଗ । କଇଁଛ ଗୁଡିକ କଳାହାଣ୍ଡି ଜିଲ୍ଲା ଗତମୁଣ୍ଡାରୁ ଉମରକୋଟ ଅଞ୍ଚଳକୁ ଚାଲାଣ ହେଉଥିଲା । ବିଶେଷ ସୂତ୍ରରୁ…

ଓଡ଼ିଶାରେ ବ୍ୟାପିଲାଣି ମାରାତ୍ମକ ରୁବେଲା ଭାଇରସ୍‌ : ନବରଙ୍ଗପୁରରେ ଦୁଇ ରୋଗୀ ଚିହ୍ନଟ

ନବରଙ୍ଗପୁର (କେନ୍ୟୁଜ): ନବରଙ୍ଗପୁର ଜିଲ୍ଲାରେ ଦୁଇ ରୁବେଲା ବା ଜର୍ମାନୀ ମିଳିମିଳା ରୋଗୀ ଚି଼ହ୍ନଟ । ନନ୍ଦାହାଣ୍ଡି ବ୍ଲକ ପଡାଲଗୁଡାର ୫ ଶିଶୁଙ୍କ ରକ୍ତ ନମୁନାକୁ ଗତ ୨୪ତାରିଖରେ ଭୁବନେଶ୍ୱର ଆରଏମଆରସି ପରୀକ୍ଷାଗାରକୁ ପଠା ଯାଇଥିଲା । ସେଥିମଧ୍ୟରୁ ଦୁଇ ଶିଶୁଙ୍କ ରକ୍ତରେ ରୁବେଲା ଚି଼ହ୍ନଟ…