Browsing Tag

nabarangpur news

ଅଗ୍ନିପଥ ଯୋଜନାକୁ ବିରୋଧ ପ୍ରତିବାଦରେ ୬୦କିମି ଦୌଡ଼ିଲେ ନବରଙ୍ଗପୁରର ଏହି ଯୁବକ

ଉମରକୋଟ(କେନ୍ୟୁଜ): ଅଗ୍ନିପଥ ଯୋଜନାକୁ ତୀବ୍ର ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ ଜଳୁଛି ନିଆଁ । ଏମିତି ପ୍ରତିବାଦ ସ୍ୱରୂପ ନବରଙ୍ଗପୁର ଜିଲ୍ଲା ଉମରକୋଟର ଜଣେ ଯୁବକ ନରେଶ ବିଶ୍ୱାସ ୬୦ କିଲୋମିଟର ଦୌଡ଼ିଛନ୍ତି । ସେନାରେ ନିଯୁକ୍ତି ପାଇଁ ୪ ବର୍ଷ ବଦଳରେ ୧୫ ବର୍ଷ କରିବା ସହ ସମସ୍ତ…

ଜନଗହଳି ପାପଡାହାଣ୍ଡି ସହରରେ ପଶିଲା ଭାଲୁ, ପ୍ରାଣ ବିକଳରେ ଗାଡି ମୋଟର ଛାଡି ଦୌଡିଲେ ଲୋକେ

ନବରଙ୍ଗପୁର(କେନ୍ଯୁଜ୍): ପାପଡାହାଣ୍ଡି ସହରରେ ବୁଲୁଛି ଭାଲୁ । ଜନଗହଳି ଅଞ୍ଚଳରେ ଦୌଡ଼ୁଥିବା ଦେଖିବାକୁ ମିଳିଛି । ଏହା ଦେଖି ଲୋକେ ପ୍ରାଣ ବିକଳରେ ଗାଡି ମୋଟର ଛାଡି ଦୌଡିଥିଲେ । ଆଉ ଏ ସମସ୍ତ ଦୃଶ୍ୟ କଏଦ ହେଇଛି ରାସ୍ତା କଡରେ ଥିବା ଏକ ଦୋକାନର ସିସିଟିଭିରେ । ଯାହା ଏବେ ବେଶ ଭାଇରଲ…

ବିଦ୍ୟୁତ୍ ଆଘାତରେ ଚାଲିଗଲା ଜେଜେମା ଓ ନାତୁଣୀର ଜୀବନ

ଉମରକୋଟ(କେନ୍ଯୁଜ୍): ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅନ୍ତର୍ଗତ ଦେଓଭରଣ୍ଡି (ନୂଆପରା )ଗ୍ରାମରେ ଅଘଟଣ। ବିଦ୍ୟୁତ ଆଘାତରେ ଜେଜେମା ଓ ନାତୁଣୀଙ୍କ ମୃତ୍ୟୁ । ଗତକାଲି ବିଳମ୍ବିତ ରାତିରେ ଘରେ ଲାଗିଥିବା ଲୁହା କବାଟ ଖୋଲିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଦୁହିଁଙ୍କ ମୃତ୍ୟୁ ହୋଇଥିବା…

ଇଏ କି ଆଇନ୍? ପୁଅ ସହ କଥା ହେବାରୁ ଯୁବତୀଙ୍କୁ ବାହା ହେବାକୁ ବାଧ୍ୟ କଲେ ଗ୍ରାମବାସୀ

ଉମରକୋଟ(କେନ୍ଯୁଜ୍): ପୁଅ ସହ କଥା ହେବାରୁ ଯୁବତୀଙ୍କୁ ବାହା ହେବାକୁ ବାଧ୍ୟ କଲେ ଗ୍ରାମବାସୀ । ନବରଙ୍ଗପୁର ରାଇଘର ବ୍ଲକ୍‌ ସୋନପୁର ବଙ୍ଗୀୟ DNK ଗାଁରେ ଘଟଣା ଘଟିଛି। ଅଭିଯୋଗ ଅନୁଯାୟୀ ଯୁବତୀ ଜଣକ ନିଜ ଭଉଣୀ ଘରକୁ ବୁଲିବାକୁ ଆସିଥିଲେ । ଗାଁର ଜଣେ ପୁଅ ସହ ରାତିରେ କଥା ହେଉଥିବାରୁ…

ମାନବିକତା ହରେଇ ବସିଲା ଜାତିପ୍ରଥା: ଶବକୁ ମିଳିଲାନି ଚାରି କାନ୍ଧ, ୨ ସ୍ତ୍ରୀ-ମା ଓ ବାପା ଦେଲେ କାନ୍ଧ

ନବରଙ୍ଗପୁର(କେନ୍ଯୁଜ୍): ଆଜିର ସଭ୍ଯ ସମାଜରେ ଜାତିପ୍ରଥା ଭଳି ପରମ୍ପରା ବଞ୍ଚିରହିଛି। ଜାତି ପ୍ରଥା ଯୋଗୁଁ ଶବକୁ ମିଳିଲାନି ଜାତି ଭାଇଙ୍କ କାନ୍ଧ। ଶେଷ ରେ ୨ ସ୍ତ୍ରୀ, ବାପା ଓ ମା’ ଦେଲେ କାନ୍ଧ । ଏଭଳି ଏକ ହୃଦୟ ବିଦାରକ ଦୃଶ୍ଯ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି…

ଜଙ୍ଗଲରେ ପରମବ୍ରହ୍ମଙ୍କୁ ପ୍ରାପ୍ତ କରିବାକୁ ମହିଳା ତପସ୍ୟା, ୫ ଦିନ ଧରି ମୁଠାଏ ଦାନା ବି କରିନାହାନ୍ତି ଗ୍ରହଣ

ନବରଙ୍ଗପୁର(କେନ୍ଯୁଜ୍): ୫ ଦିନ ଧରି ଜଙ୍ଗଲରେ ତପସ୍ୟା । ଏକଥା ଆପଣ ଗପରେ କିମ୍ବା କୌଣସି ମୁନି ଋଷିଙ୍କ କ୍ଷେତ୍ରରେ ଶୁଣିଥିବେ । ହେଲେ ଆଜିର ଆଧୁନିକ ଯୁଗରେ ଏସବୁ କଥା ଶୁଣିବା ବିରଳ । କିନ୍ତୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଢାମଣାପଦର ର…

ସ୍ମାର୍ଟ କ୍ଲାସରୁମ୍‌ କାର୍ଯ୍ୟ ତଦାରଖ ସହ ପିଲାଙ୍କୁ ପାଠ ପଢାଇଲେ ଜିଲ୍ଲାପାଳ, ଠିକ୍ ଉତ୍ତର ପାଇଁ ଦେଲେ ଉପହାର

ଉମରକୋଟ(କେନ୍ଯୁଜ୍): ସ୍ମାର୍ଟ କ୍ଲାସରୁମ୍‌ କାର୍ଯ୍ୟ ତଦାରଖ ସହ ପିଲାଙ୍କୁ ପାଠ ପଢାଇଲେ ଜିଲ୍ଲାପାଳ। ନବରଙ୍ଗପୁର ଜିଲ୍ଲାପାଳ ଅଜିତ କୁମାର ମିଶ୍ର ଝରିଗାଁ ସ୍ଥିତ ନୋଡାଲ ସରକାରୀ ନୂତନ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଗସ୍ତ କରିଥିଲେ । ପ୍ରଥମେ ସେଠାରେ ଚାଲିଥିବା ସ୍ମାର୍ଟ କ୍ଲାସରୁମ୍‌…

ଯାଇପାରୁନାହାଁନ୍ତି ଶ୍ରୀକ୍ଷେତ୍ର, ଦେଖିପାରିବେନି ରଥଯାତ୍ରା, ତେଣୁ ଜଗାକୁ ଝୁରି ଝୁରି ଗୀତ ଗାଇଲେ ୯୨ ବର୍ଷୀୟ ବୃଦ୍ଧ

ଜଗା ଭକ୍ତ ଆଉ ଭଗବାନଙ୍କ ମଧ୍ୟରେ ଲକ୍ଷ୍ମଣରେଖା ଟାଣି ଦେଇଛି ମହାମାରୀ କରୋନା । ହେଲେ କାଳିଆର ଭକ୍ତକୁ, ତା ଠାରୁ କିଏ ଵା ଅଲଗା କରି ପାରିବ ଭକ୍ତ ଟିଏ ତାର ମନୁଆ ଠାକୁରଙ୍କୁ ଯେ କୌଣସି ଉପାୟରେ ବି ହେଉ ତାର ମନର ଦୁଃଖ ନିଶ୍ଚୟ ଜଣେଇବ। ଏମିତି ହିଁ ବୟସର ଅପରାହ୍ନରେ ପାଦ ଦେଇଥିବା ଜଣେ…

ଉତ୍ତମ ସେବା ଯୋଗାଇବାରେ ସଫଳ ହୋଇଛନ୍ତି ବୋଟ ଆମ୍ବୁଲାନ୍ସ କର୍ମଚାରୀ, ଚାରିଆଡୁ ଛୁଟୁଛି ପ୍ରସଂଶା

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍ ପ୍ରକଳ୍ପ ଦ୍ଵାରା ବିଛିନ୍ନାଞ୍ଚଳ ମାନଙ୍କରେ ସ୍ବାସ୍ଥ୍ୟଗତ ସୁବିଧା ଯୋଗାଇ ଦେବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ତାହା ମଧ୍ୟରୁ ବୋଟ ଆମ୍ବୁଲାନ୍ସ ସେବା ଅନ୍ୟତମ। ବୋଟ ଆମ୍ବୁଲାନ୍ସର କାର୍ଯ୍ଯ ତଥା ବୋଟ…

ତିନି ଅନାଥ ଶିଶୁଙ୍କ ମୁହଁକୁ ଫେରିଲା ହସ, ସାହାଯ୍ୟର ହାତ ବଢାଇଲା କିସ୍ ଅନୁଷ୍ଠାନ ସହ ଜିଲ୍ଲା ପ୍ରଶାସନ

ନବରଙ୍ଗପୁର: କଣ ଏମିତି ବି ଦୁଃଖ ଦିଅନ୍ତି ଭଗବାନ? ଜନ୍ମ କି ମୃତ୍ଯୁ ବିଷୟରେ କିଛି ଜାଣି ନଥିବା ପିଲା ଆଜି ହୋଇଯାଇଛନ୍ତି ଅନାଥ। ଖେଳ କୁଦ ବୟସରେ, ଆଜି ଏମାନଙ୍କ ମୁଣ୍ଡ ଉପରେ ନାହିଁ ବାପା ମାଙ୍କ ହାତ। ହେଲେ ଭଗବାନ ସିନା ଏମାନଙ୍କୁ ଅନାଥ କରିଦେଲେ କିନ୍ତୁ ଏମାନଙ୍କ ପାଖରେ ସାହା ଭରସା…

ରାସ୍ତା ମଝିରେ ଚଳନ୍ତା ଟ୍ରକରେ ଲାଗିଲା ନିଆଁ, ୨୫ ଟନ୍‌ ଆଳୁ ଜଳିପୋଡି ପାଉଁଶ

ନବରଙ୍ଗପୁର: ହୁତୁ ହୁତୁ ହୋଇ ଜଳିଗଲା ଟ୍ରକ୍‌ । ଅଳ୍ପକେ ବର୍ତ୍ତିଲେ ଚାଳକ । ରାସ୍ତା ମଝିରେ ଚଳନ୍ତା ଟ୍ରକରେ ନିଆଁ ଲାଗିଛି । ୨୫ ଟନ୍‌ ଆଳୁ ନେଇ ଏକ ଟ୍ରକ୍‌ ପଶ୍ଚିମବଙ୍ଗରୁ ନବରଙ୍ଗପୁର ଆସୁଥିବା ବେଳେ ବାବାଜିଗୁଡା ଛକ ନିକଟରେ ନିଆଁ ଲାଗି ଯାଇଥିଲା । ଏଥିରେ କାହାର କୌଣସି କ୍ଷତି…

କରୋନା ସନ୍ଦେହରେ ଗାଁରେ ଶବକୁ ମିଳିଲାନି ଶ୍ମସାନ, ପୁଣି ଫେରିଲା ନବରଙ୍ଗପୁର

ନବରଙ୍ଗପୁର: କରୋନା ସନ୍ଦେହରେ ଗାଁରେ ଶବକୁ ମିଳିଲାନି ଶ୍ମସାନ। ଗାଁ ଲୋକଙ୍କ ବିରୋଧ ପରେ ପୁଣି ଶବ ଫେରିଗଲା ସହରକୁ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଆଜି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ଗ୍ରାମରେ। ଖାତିଗୁଡା ଗ୍ରାମର ରବିନାରାୟଣ ଆଚାର୍ଯ୍ୟ(୨୪) ଗତ କାଲି…