Browsing Tag

nabarangpur

ନାମାଙ୍କନ ଭରିଲେ ପ୍ରଦୀପ ମାଝୀ

ନବରଙ୍ଗପୁର (କେନ୍ୟୁଜ୍‌): ନାମାଙ୍କନ ଭରିଲେ ପ୍ରଦୀପ ମାଝୀ । ନବରଙ୍ଗପୁର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ ଆଜି ଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଆଜି ଶୁଭ ସମୟ ଦେଖି ନାମାଙ୍କନ ଦାଖଲ କରିଛନ୍ତି । ବିନା ଶୋଭାଯାତ୍ରାରେ ଆସି ପ୍ରଦୀପ ନିଜ ପ୍ରାର୍ଥୀ ପତ୍ର…

ସଡ଼କ ଦୁର୍ଘଟଣାରେ ବୃଦ୍ଧାଙ୍କ ମୃତ୍ୟୁ, କ୍ଷତି ପୂରଣ ଦାବିରେ ରାସ୍ତା ଅବରୋଧ

ଉମରକୋଟ (କେନ୍ୟୁଜ); ସଡ଼କ ଦୁର୍ଘଟଣାରେ ବୃଦ୍ଧାଙ୍କ ମୃତ୍ୟୁ । କ୍ଷତି ପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକ କଲେ ରାସ୍ତା ଅବରୋଧ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ସାନଭରଣ୍ଡି ଗାଁରେ । ଫଳରେ ନବରଂଗପୁରରୁ ଉମରକୋଟ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ସୂଚନା…

ଧୁମ୍‌ ଧାମ୍‌ ପାଳିତ ହେଲା ପ୍ରଭୁ ଆୟାପ୍ପାଙ୍କ ଅଗ୍ନି ପୂଜା, ନାଚ ଗୀତରେ ଝୁମିଲେ ଭକ୍ତଗଣ

ନବରଙ୍ଗପୁର : ଚାଲିଛି ପୂଜାର୍ଚ୍ଚନା । ଘଣ୍ଟ ଧୂପ ଦୀପ ଆଳତିର ମହକରେ ମହକୁଛି ପୂରା ପରିବେଶ । ଧୂମ୍‌ ଧାମ୍‌ରେ ପାଳିତ ହେଉଛି ସ୍ୱାମୀ ଆୟାପ୍ପାଙ୍କ ଅଗ୍ନିପୂଜା। ଆୟାପ୍ପାଙ୍କ ପ୍ରଭୁ ନିକଟରେ ବିଶ୍ବାସ ଓ ନିଷ୍ଠାର ସହ ଏହି ବ୍ରତ ପାଳନ କଲେ ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି…

ସବୁ ଶିଷ୍ଟାଚାର ଭୁଲିଗଲେ ସାର, ଯୌନ ଲାଳସାରେ ଦୁଇ ଶିକ୍ଷକ ମିଶି ସ୍କୁଲ ଛାତ୍ରୀଙ୍କୁ କଲେ ଦୁଷ୍କର୍ମ

ହଠାତ ରାତି ଅଧରେ ଝିଅର ଦେହ ଖରାପ ହୋଇଗଲା। ପରିବାର ଲୋକେ ଭୟ କରି ତାକୁ ମେଡିକାଲ ନେଇଗଲେ । ଚେକ୍‌ଅପ୍‌ ପରେ ଡାକ୍ତର ଯାହା କହିଲେ ତାକୁ ଶୁଣି ପରିବାର ଲୋକେ ଆଶ୍ଚର୍ଯ୍ୟ! ଡାକ୍ତର କହିଲେ ଝିଅକୁ ଦୁଷ୍କର୍ମ ହୋଇଛି! ଯାହା ପାଇଁ ତାର ଦେହ ଖରାପ ହୋଇଛି। ଏ ଘଟଣାଟି ଜାଣିବା ପରେ ଭାବନ୍ତୁ ତ…

ସୈତାନ ପାଲଟିଗଲେ ଶିକ୍ଷକ, ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ପ୍ରଧାନଶିକ୍ଷକଙ୍କ ସମେତ ଦୁଇ ଅଟକ

ନବରଙ୍ଗପୁର (କେନ୍ୟୁଜ): ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ପ୍ରଧାନଶିକ୍ଷକଙ୍କ ସମେତ ଦୁଇ ଜଣ ଅଟକ । ପୋଲିସର ପଚରା ଉଚରା ଜାରି । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କୁନ୍ଦେଇରେ ଜଣେ ଛାତ୍ରୀଙ୍କୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଜଣେ କନିଷ୍ଠ ଶିକ୍ଷକ ଦୁଷ୍କର୍ମ କରିଥିବା ଅଭିଯୋଗ…

ମଦ୍ୟପ ବାପାର ବୀଭତ୍ସ କାଣ୍ଡ: ପୁଅକୁ କୋଦାଳରେ ହାଣି ଥାନାରେ କଲା ଆତ୍ମସର୍ମପଣ

ନବରଙ୍ଗପୁର (କେନ୍ୟୁଜ): ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବଙ୍ଗୀୟ ଗ୍ରାମ ୟୁଭି ୧୨ ଖାଣ୍ଡା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ବାପାର କୋଦାଳ ମାଡ଼ରେ ପୁଅର ମୃତ୍ୟୁ ହୋଇଛି। ହତ୍ୟା ପରେ ହତ୍ୟାକାରୀ ବାପା ଉମରକୋଟ ଥାନାରେ ଆତ୍ମ ସର୍ମପଣ କରିଛନ୍ତି । ମୃତକ ହେଲେ ସମୀର ରାୟ। ସୂଚନା…

ମଦ୍ୟପ ସ୍ବାମୀର ହିଂସ୍ର କାଣ୍ଡ : ଛତା ମୁନରେ ଭୁସି ସ୍ତ୍ରୀକୁ ନିର୍ମମ ଭାବେ କଲା ହତ୍ୟା

ନବରଂଗପୁର (କେନ୍ୟୁଜ): ନବରଂଗପୁର ଟାଉନ୍‌ ଥାନା ଅନ୍ତର୍ଗତ ବଡ଼ଡାଇଭଟା ଗାଁରେ ଘଟିଛି ଅଭାବନୀୟ ଘଟଣା। ଛତାରେ ଭୁସି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା କଲା ସ୍ୱାମୀ । ମୃତ ମହିଳା ହେଲେ ସସ୍ମିତା ଖିଲୋ। ସୂଚନା ଅନୁସାରେ ସ୍ୱାମୀ ରବି ଖିଲୋ ପ୍ରତିଦିନ ମଦ ପିଉଥିବାରୁ ସସ୍ମିତାଙ୍କ ସହିତ…

ରେଭେନ୍ୟୁ ଆସିଷ୍ଟାଣ୍ଟଙ୍କୁ ଧକ୍କାମାରି ତଳେ ଗଡାଇଦେଲେ ସିଡିପିଓ, କାରଣ ଶୁଣି ଆପଣ ବି ହୋଇଯିବେ ତାଜୁବ

ନବରଙ୍ଗପୁର(କେନ୍ୟୁଜ୍): ଜୁନ ମାସର ଦରମାକୁ ନେଇ ବରିଷ୍ଠ କିରାଣୀ ତଥା ସିନିଅର ରେଭେନ୍ୟୁ ଆସିଷ୍ଟାଣ୍ଟଙ୍କୁ ଧକ୍କାମାରି ତଳେ ଗଡାଇଦେଲେ ,ବେକକୁ ଧରି ଟାଣିଲେ ଡାବୁଗାଁ ସିଡିପିଓ । ନିଜ ଅଧୀନରେ କାମ କରୁଥିବା ଜଣେ ବରିଷ୍ଠ ମହିଳା କିରାଣୀଙ୍କୁ ମାଡ଼ ମାରିବା ସହ ସେ ବସିଥିବା ଚୌକି ରୁ ଠେଲି…

ଗୁରେଇ ତୁରେଇ ୧୦ ପ୍ରଶ୍ନ ପଚାରିଲା ଭିଜିଲାନ୍ସ ଟିମ୍, ବେନାମୀ ସମ୍ପତ୍ତିକୁ ନେଇ ଚାଲିଛି ଯାଞ୍ଚ

କେନ୍ୟୁଜ୍(ବ୍ୟୁରୋ):ନବରଙ୍ଗପୁରର ପୂର୍ବତନ ଅତିରିକ୍ତ ଉପ ଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କୁ ଜେରା । କଟକ ଭିଜିଲାନ୍ସ ମୁଖ୍ୟାଳୟରେ କରାଯାଇଛି ଜେରା। ୫ ଦିନିଆ ରିମାଣ୍ଡରେ ଥିବା ପ୍ରଶାନ୍ତ ରାଉତଙ୍କୁ ଜେରା କରିଛନ୍ତି ଭିଜିଲାନ୍ସର ସ୍ୱତନ୍ତ୍ର ୪ ଜଣିଆ ଟିମ । ଭିଜିଲାନ୍ସ ସେଲ ଏସପିଙ୍କ…

ଜେଜେ ମାଆଙ୍କୁ ହତ୍ୟା କଲା ନାତି

ନବରଙ୍ଗପୁର(କେନ୍ୟୁଜ):  ଜେଜେ ମାଆଙ୍କୁ ହତ୍ୟା କଲା ନାତି । ହତ୍ୟାକୁ ଲୁଚାଇବାକୁ ଯାଇ ମାଆ ପୁଅ ମିଶି ମୃତଦେହକୁ ପୋତି ଦେଲେ । ୪ ଦିନ ପରେ ମାଟି ତଳୁ ମିଳିଛି ଗଳିତ ମୃତଦେହ । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ଖଣ୍ଡିଆଗୁଡା ଗାଁର ଅଭାବନୀୟ ଘଟଣା । ପୋଲିସ ମୃତଦେହ ଜବତ…

ଫେଲର ପ୍ରଶ୍ନ ଉଠୁନି! ଦଶମ ପରୀକ୍ଷାରେ ଉତ୍ତର ବତେଇ ଦେଉଛନ୍ତି ଶିକ୍ଷକ ଶିକ୍ଷୟତ୍ରୀ: ଭିଡିଓ ଭାଇରଲ

ନବରଙ୍ଗପୁର(କେନ୍ୟୁଜ୍): ଫେଲର ପ୍ରଶ୍ନ ଉଠୁନି ଆମେ ଯାହା ଦେଉଛୁ ସେ ଉତ୍ତର ଲେଖ କହି ପରକ୍ଷାର୍ଥୀ ଉତ୍ତର ଡାକୁଛନ୍ତି ଶିକ୍ଷକ ଶିକ୍ଷୟତ୍ରୀ। ଏଭଳି ଶୃଙ୍ଖଳିତ ଢଙ୍ଗରେ ଦଶମ ଶ୍ରେଣୀ ପରୀକ୍ଷା ଚାଲିଥିବାର ଦୃଶ୍ୟ ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି। ଏ ଭାଇରଲ ଭିଡିଓ ହେଉଛି ବଡ଼ ମସି ଗାଁ…

ଆକ୍ଟିଭ୍  ଯୁବ ପ୍ରଶାସନିକ ଅଧିକାରୀ:  ୩ କିଲୋମିଟର ଚାଲି ଚାଲି ଦୁର୍ଗମ ଅଂଚଳକୁ ଯାଇ ଲୋକଙ୍କ ସମସ୍ୟା ବୁଝିଲେ…

ନବରଙ୍ଗପୁର(କେନ୍ୟୁଜ୍): ପ୍ରାୟ ୩ କିଲୋମିଟର ଚାଲି ଚାଲି ପାହାଡ଼ ଜଙ୍ଗଲକୁ ଅତିକ୍ରମ କରି ଦୁର୍ଗମ ଅଂଚଳକୁ ଗଲେ। ସେଠାରେ ଥିବା ଲୋକମାନଙ୍କୁ ସାକ୍ଷାତ କରି ସମସ୍ୟା ବୁଝିଲେ ଏବଂ ସେମାନଙ୍କ ସମସ୍ୟାର ସମାଧାନ ଖୁବ ଶୀଘ୍ର କରାଯିବ ବୋଲି ପ୍ରତିଶୃତି ମଧ୍ୟ ଦେଲେ। ଏଭଳି ଏକ ଦୃଶ୍ୟ ଦେଖିବାକୁ…