ଆରମ୍ଭ ହୋଇଯାଇଛି ପିତୃପକ୍ଷ, ଜାଣନ୍ତୁ ଆଶ୍ୱିନ ମାସର ମହତ୍ତ୍ୱ
ଆଜି ଠାରୁ ଆରମ୍ଭ ହୋଇଛି ଆଶ୍ୱିନ ମାସ । ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ଆଶ୍ୱିନ ମାସ ବର୍ଷର ସପ୍ତମ ମାସ । ଧାର୍ମିକ ଦୃଷ୍ଟିକୋଣରୁ ଏହାକୁ ବିଶେଷ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ, କାରଣ ଏହି ମାସରେ ପୂର୍ବପୁରୁଷଙ୍କ ଆଶୀର୍ବାଦ ପାଇବାର ସୁଯୋଗ ମିଳିଥାଏ ଏବଂ ଏହି ମାସରେ ଦୁର୍ଗାପୂଜା…