ଶାରଦୀୟ ଦୁର୍ଗାପୂଜା ପାଇଁ ଉତ୍ସବ ମୁଖର ପୁରୀ: ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ଦେବୀ ମା’ ବିମଳାଙ୍କ ସହ ଅନ୍ୟ…
ପୁରୀ(କେନ୍ୟୁଜ୍): ଶାରଦୀୟ ଦୁର୍ଗାପୂଜା ପାଇଁ ଉତ୍ସବ ମୁଖର ଶ୍ରୀକ୍ଷେତ୍ର ପୁରୀ। ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ଦେବୀ ମା' ବିମଳାଙ୍କ ସହ ଅଷ୍ଟଶକ୍ତି ପୀଠରେ ପୂଜା ପରେ ନବରାତ୍ର ପୂଜା ଆରମ୍ଭ ହୋଇଛି। ମା ରାମଚଣ୍ଡୀ, ମା ମରୀଚିକା, ମା ଅଲାମଚଣ୍ଡୀ, ମା ବାସେଳୀଙ୍କ ସହ ଅନ୍ୟ ଶକ୍ତି ପୀଠରେ…