ବିପର୍ଯ୍ୟୟ ପରିଚାଳନା ପାଇଁ ନବୀନଙ୍କୁ ପ୍ରଶଂସା କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ
ନବୀନଙ୍କୁ ପୁଣି ପ୍ରଶଂସା । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ରାଜ୍ୟସଭାରେ ବିପର୍ଯ୍ୟୟ ପରିଚାଳନା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବେଶ ପ୍ରଶଂସା କରିଛନ୍ତି । ଆଜି ରାଜ୍ୟସଭାରେ କେରଳ ୱାୟନାଡ ବିପର୍ଯ୍ୟୟ ଘଟଣାରେ ଆଲୋଚନା ବେଳେ ନବୀନ ବାବୁଙ୍କ ସରକାର କଥା…