କରୋନା ପାଇଁ ଆଜିଠୁ ବନ୍ଦ ରହିବ ନନ୍ଦନକାନନ ଓ ବଟାନିକାଲ ଗାର୍ଡେନ
ଭୁବନେଶ୍ବର : ଆଜିଠୁ ବନ୍ଦ ରହିବ ନନ୍ଦନକାନନ ଓ ବଟାନିକାଲ ଗାର୍ଡେନ । କରୋନା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ । ମାର୍ଚ୍ଚ ୩୧ ଯାଏ ନନ୍ଦନକାନନ ବନ୍ଦ ରହିବ । ପ୍ରତିଦିନ ଶହଶହ ସଂଖ୍ୟାରେ ଦେଶୀ ବିଦେଶୀ ପର୍ଯ୍ୟଟକ ନନ୍ଦନକାନନକୁ ଆସୁଥିବାରୁ ଏଭଳି ନିଷ୍ପତ୍ତି…