ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ : ୧୫ ବର୍ଷ ଧରି ଶୁଖିଲା ପଡିଥିବା ନଦୀରେ ପୁଣି ବହିଲା ପାଣି, ସମ୍ଭବ କରି ଦେଖାଇଲେ ୨୦…
ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ଏଭଳି ଏକ ଉକ୍ତିକୁ ପ୍ରମାଣ କରି ଦେଖାଇଛନ୍ତି ତାମିଲନାଡୁ ଭେଲୋର ମହିଳାମାନେ । ଭାରତର ପାଖାପାଖି ଅଧା ଭାଗ ଶୁଖିଲା ମରୁଡି ଭାବେ ପଡି ରହିଛି । ଏମିତିରେ ଲୋକେ ନିଜେ ହିଁ ନିଜର ପରିସ୍ଥିତିକୁ ସୁଧାରିବା ପାଇଁ ଅଣ୍ଟା ଭିଡିଛନ୍ତି । ତାମିଲନାଡୁର ମରୁଡି…