ମୋ ସହ ଅପରାଧୀଙ୍କ ଭଳି କାହିଁକି ବ୍ୟବହାର କରାଯାଉଛି : ନାଗା ଚୈତନ୍ୟ
ସାଉଥ୍ ଅଭିନେତା ନାଗା ଚୈତନ୍ୟ ଏବଂ ସାମନ୍ଥା ରୁଥ୍ ପ୍ରଭୁ ହେଉଛନ୍ତି ସାଉଥ୍ ଇଣ୍ଡଷ୍ଟ୍ରିରେ ସବୁଠାରୁ ଚର୍ଚ୍ଚିତ କପଲ । କିନ୍ତୁ ବିବାହର ୪ ବର୍ଷ ପରେ ତାଙ୍କର ବିବାହ ବିଛେଦ ହେଇଯାଇଥିଲା । ନାଗା କହିଛନ୍ତି ଆରମ୍ଭରୁ କିପରି ତାଙ୍କୁ ଦୋଷୀ କରାଯାଇଥିଲା ।
ଛାଡ଼ପତ୍ର ପରେ ଚୈତନ୍ୟ ଓ…