ପୋଲିସ୍ ୟୁନିଫର୍ମରେ ଇନ୍ସପେକ୍ଟର ବଜାଇଲେ ବିନ୍, କନ୍ଷ୍ଟେବଳ ବାବୁ କଲେ ନାଗିନ୍ ଡ୍ୟାନ୍ସ : ଭିଡିଓ ଭାଇରାଲ
ଉତ୍ତରପ୍ରଦେଶ ପୋଲିସ ବାବୁମାନଙ୍କ ଡ୍ୟାନ୍ସ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ପୋଲିସ ବାବୁଙ୍କ ବିନ୍ରେ କନ୍ଷ୍ଟେବଳ ନାଗିନ୍ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି । ଭାଇରାଲ ହେଉଥିବା ଭିଡିଓଟି ଉତ୍ତରପ୍ରଦେଶ ପୂରନପୁର କୋତବାଲୀ ଥାନାର । ଭିଡିଓରେ କିଛି…