ରାହୁଲ ଗାନ୍ଧିଙ୍କୁ ଭେଟିଲେ ଚନ୍ଦ୍ରବାବୁ ନାଇଡୁ, ସମ୍ଭାବ୍ୟ ମେଣ୍ଟ ସରକାର ନେଇ ଆଲୋଚନା ସୂଚନା
ନୂଆଦିଲ୍ଲୀ (କେନ୍ଯୁଜ୍) : ସପ୍ତମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଜୋର ଧରିଲାଣି କେନ୍ଦ୍ରରେ ସରକାର ଗଠନ ନେଇ କସରତ। ବିଜେପି, କଂଗ୍ରେସ ସମେତ କିଛି ଅଣ ବିଜେପି ଓ ଅଣ କଂଗ୍ରେସ ଆଞ୍ଚଳିକ ଦଳ ମୁଖିଆବି ଆଗକୁ ବାହାରିଲେଣି। ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଭେଟିଛନ୍ତି ତେଲଗୁ…