ନଖରେ ତିଆରି କଲେ ଚା’ ଛଣା, ଭାଇରାଲ ହେଲା ନେଲ ଆର୍ଟ
ଆପଣ ଦୁନିଆରେ ଅନେକ ଅଜବ ପ୍ରକାରର ଜିନିଷ ଦେଖିଥିବେ। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଖବର ସମ୍ପର୍କରେ କହିବୁ। ଯାହା ହୁଏତ ଆପଣ ଆଗରୁ କେବେ ଶୁଣିନଥିବେ କିମ୍ବା ଦେଖି ବି ନଥିବେ। ଏଠି ଜଣେ ଝିଅ ନିଜ ନଖରେ ଚା' କୁ ଛାଣୁଥିବାର ଦୃଶ୍ୟ ସାମ୍ନାକୁ ଆସୁଛି। ଯାହା ଏବେ ସୋସିଆଲ ମିଡିଆରେ…