ବିନା ରିମୁଭରରେ ଛଡ଼ାନ୍ତୁ ନିଜ ନେଲପେଣ୍ଟ, ବ୍ୟବହାର କରନ୍ତୁ ଏହି ସବୁ ଜିନିଷ
ହାତର ସୌନ୍ଦର୍ଯ୍ୟ ବଢାଇବା ପାଇଁ ମହିଳା ମାନେ ସାଧାରତଃ ନେଲପେଣ୍ଟ ଲଗାଇଥାନ୍ତି । ଆଉ ନେଲପେଣ୍ଟ ଲଗାଇବା ପରେ ହାତ ତଥା ପାଦ ଖୁବ ସୁନ୍ଦର ଦେଖାଯାଏ । କିନ୍ତୁ ଦୀର୍ଘ ସମୟ ଧରି ନେଲ କଲର ଲଗାଇବା ଦ୍ୱାରା ନଖ ଉପରେ ମଧ୍ୟ ପ୍ରଭାବ ପଡିପାରେ । ବେଶୀ ଦିନ ହେଲେ ନଖ ମଧ୍ୟ ଖରାପ ହୋଇ ଯାଇପାରେ ।…