ପ୍ରେମିକା ସହିତ ଫେରାର ହୋଇଗଲା ପୁଅ, ମା’କୁ ନିବସ୍ତ୍ର କରି ଇଲେକ୍ଟ୍ରି ଖୁଣ୍ଟରେ ବାନ୍ଧି ପିଟିଲେ ଲୋକେ
ପ୍ରେମିକା ସହିତ ଫେରାର ହୋଇଗଲା ପୁଅ ଆଉ ସେଥିପାଇଁ ମା’କୁ ମିଳିଲା ଶାସ୍ତି । ଜଣେ ମହିଳାଙ୍କୁ କିଛି ଲୋକ ଘରୁ ଘୋଷାଡ଼ି ଆଣିବା ସହ ଉଲଗ୍ନ କରି ଖୁଣ୍ଟିରେ ବାନ୍ଧି ପ୍ରବଳ ମାଡ଼ ମାରିଥିବା ଖବର ସାମ୍ନାକୁ ଆସିଛି । ମହିଳାଙ୍କୁ ଇଲେକ୍ଟ୍ରି ପୋଲରେ ବାନ୍ଧି ସମସ୍ତଙ୍କ ସାମ୍ନାରେ ଉଲଗ୍ନ କରି…