ନାଲକୋରେ ୫୧୮ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ
ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ ପକ୍ଷରୁ ଖାଲିପଡିଛି ୫୧୮ ପଦବୀ । ନନ୍- ଏଗଜିକ୍ୟୁଟିଭ ପଦବୀ ପାଇଁ ନୋଟିଫିକେସନ ଜାରି ହୋଇଛି । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯାଇ ଆବେଦନ କରିପାରିବେ ।
ପଦବୀ ବିବରଣୀ : ୫୧୮
ଗ୍ରାଜୁଏଟ ଇଂଜିନିୟରି ଟ୍ରେନି ଅଧିନରେ ମେକାନିକାଲ,…