ବଳକା ସିଗାରେଟରୁ ପ୍ରସ୍ତୁତ ହେଉଛି ବ୍ୟବହାରଯୋଗ୍ୟ ପ୍ରଡକ୍ଟ, ୧୦୦୦ ଲୋକଙ୍କୁ ଚାକିରି ଦେଇ ସମସ୍ତଙ୍କ ପାଇଁ ଉଦାହରଣ…
ସିଗାରେଟ ପିଇବା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ, ଏହା ସମସ୍ତେ ଜାଣିଛନ୍ତି। ପୃଥିବୀରେ ଅନେକ ଲୋକଙ୍କର କର୍କଟ ରୋଗଜନିତ ମୃତ୍ୟୁର କାରଣ ପଛରେ ଏହା ହିଁ କାରଣ। ଏହାଛଡା ସିଗାରେଟ ପିଇ ସାରିଲା ପରେ ତାର ଯେଉଁ ବଳକା ଅଂଶକୁ ଲୋକେ ତଳେ ଫୋଫଡି ଦିଅନ୍ତି ତାହା ସିଗାରେଟ ଟାଣୁନଥିବା ଲୋକଙ୍କ ପାଇଁ…