ଛତିଶି ଶାଗରୁ ଛତିଶଗଡ
ଧାନର ଭଣ୍ଡାର କୁହାଯାଉଥିବା ଛତିଶଗଡ ବିଭିନ୍ନ ପ୍ରକାରର ଶାଗର ମଧ୍ୟ ଗଡ ହୋଇଥାଏ। ପ୍ରଦେଶରେ ଗୋଟିଏ ସମୟରେ ୮୦ ପ୍ରକାର ପ୍ରଜାତିର ଶାଗ ମିଳୁଥିଲା। ଏହି ସବୁରୁ ୩୬ ପ୍ରକାରର ଶାଗ ଏମିତି ଅଛି ଯାହାକୁ ଆଜି ମଧ୍ୟ ଲୋକମାନେ ଖାଉଛନ୍ତି। ଅନ୍ୟପଟେ କ୍ରୁଷି ବୈଜ୍ଞାନିକ ଅନୁସନ୍ଧାନରେ ଏହି ଶାଗର…