Browsing Tag

nanadankanan

ନନ୍ଦନକାନନରେ ନବଜାତ ବାଘ ଛୁଆ ଓ ସିଂହ ଛୁଆର ନାମକରଣ କଲେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଅଶ୍ବିନୀ ଚୌବେ

ଭୁବନେଶ୍ବର(କେନ୍ୟୁଜ୍):ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ନବଜାତ ବାଘ ଛୁଆ ଓ ସିଂହ ଛୁଆର ନାମକରଣ କଲେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ରାଷ୍ଟ୍ରମନ୍ତ୍ରୀ ଅଶ୍ବିନୀ ଚୌବେ । ମାର୍ଚ୍ଚରେ ଜନ୍ମଗ୍ରହଣ କରିଥିବା ବାଘ ଛୁଆର ନାମ ହିମାଂଶୀ ଓ ସିଂହଛୁଆର ନାମ କାମିନୀ ରଖିଛନ୍ତି । ସେହିଭଳି ଏହି ବାଘ ଛୁଆ ଓ…

ନନ୍ଦନକାନନରେ ୬ ମାସର ସିଂହ ଛୁଆର ବାପା ସାଜିଛନ୍ତି ପ୍ରଶାନ୍ତ, ବହୁତ ରୋମାଞ୍ଚକ ତାଙ୍କ କାହାଣୀ

ଭୁବନେଶ୍ୱର (କେନ୍ୟୁଜ୍) : ଜନ୍ମକଲା ମା ପଚାରିଲାନି ହେଲେ କୋଳେଇ ନେଲା ମଣିଷଟିଏ। ଯେମିତି କାହା ପାଇଁ ଅଲୋଡା ତ କାହାର ଜୀବନ। ବର୍ଷା ବୋଲି ଡାକିଲା ମାତ୍ରେ ଯେଊଁଠି ବି ଥାଉ ନା କାହିଁକି ଧାଇଁ ଆସୁଛି। ବସ କହିଲେ ବସୁଛି ଆଉ ପ୍ରଶାନ୍ତଙ୍କ ସହ ଖେଳୁଛି। ପ୍ରଶାନ୍ତ ବି ତାଙ୍କ ନିଜ ପିଲା ପରି…

ନନ୍ଦନକାନନରେ ଆନାକୋଣ୍ଡାକୁ ଦେଖିଲେ ପର୍ଯ୍ୟଟକ, ୩ ବର୍ଷ ହେଲା ଅନାକୋଣ୍ଡା ଆଣିବାକୁ ଜାରି ରହିଥିଲା ପ୍ରୟାସ

ଭୁବନେଶ୍ବର(କେନ୍ୟୁଜ୍):  ନନ୍ଦନକାନନରେ ଆନାକୋଣ୍ଡା ଦେଖିବାର ସୁଯୋଗ ପାଇଲେ ପର୍ଯ୍ୟଟକ । ୧୦ ଦିନ ଅବଜରଭେସନ ମଧ୍ୟରେ ରଖାଯିବା ପରେ ଏବେ ପର୍ଯ୍ୟଟକଙ୍କୁ ରୋମାଞ୍ଚିତ କରୁଛନ୍ତି । ନୂଆବର୍ଷରେ ସବୁଠୁ ଆକର୍ଷଣ ହେବ ଆନାକୋଣ୍ଡା । ଏଥିପାଇଁ ସ୍ୱତନ୍ତ୍ର ଧ୍ୟାନ ଦେଇଛନ୍ତି କର୍ତ୍ତୃପକ୍ଷ । ଦୀର୍ଘ…