ସ୍କୁଲ ବାରଣ୍ଡା ମାଡ଼ି ନାହାନ୍ତି, ତଥାପି ନିଜ ଲେଖନୀରୁ ଧାଡ଼ି ଧାଡ଼ି ଛାନ୍ଦ କବିତା ସୃଷ୍ଟି କରୁଛନ୍ତି ନନ୍ଦକିଶୋର
ସେ ଜଣେ ସାଧାରଣ ମଣିଷ, ହେଲେ ଅସାଧାରଣ ପ୍ରତିଭାର ଅଧିକାରୀ । ସ୍କୁଲ ବାରଣ୍ଡା ମାଡ଼ି ନାହାନ୍ତି, ତଥାପି ଧାଡ଼ି ଧାଡ଼ି ଛାନ୍ଦ କବିତା ସୃଷ୍ଟି କରୁଛନ୍ତି ନିଜ ଲେଖନୀରୁ । ତାଙ୍କ କବିତା କୁ ନେଇ ସବୁଠି ଚର୍ଚ୍ଚା। ଗଣ୍ଡେ ଖାଇବା ପାଇଁ ଦାବି ନାହିଁ କି ଖଣ୍ଡେ ଦାମୀ କନାର ଡ୍ରେସ୍ ପିନ୍ଧିବାର…