Browsing Tag

nandankanan

Orangutans : ଜ୍ୱରରେ ପଡ଼ିଲା ଓରାଙ୍ଗଉଟାନ, ସ୍ୱାସ୍ଥ୍ୟ ଉପରେ ସ୍ୱତନ୍ତ୍ର ଟିମର ନଜର

ଭୁବନେଶ୍ୱର : ପୁଣି ଜ୍ୱରରେ ପଡ଼ିଲା ଓରାଙ୍ଗଉଟାନ । ନନ୍ଦନକାନନରେ ଜଣେ ଓରାଙ୍ଗଉଟାନକୁ ଜ୍ୱର । ଉଦ୍ଧାର ହୋଇଥିବା ୫ ଓରାଙ୍ଗଉଟାନଙ୍କ ମଧ୍ୟରୁ ଜଣକୁ ଜ୍ୱର । ଜ୍ୱର ହେବା ପରେ ଆଲର୍ଟରେ ଡାକ୍ତରୀ ଟିମ୍ । ଅସୁସ୍ଥ ଓରାଙ୍ଗଉଟାନର ସ୍ୱାସ୍ଥ୍ୟ ଉପରେ ରହିଛି ସ୍ୱତନ୍ତ୍ର ଟିମର ନଜର । ନନ୍ଦନକାନନରେ…

Nandankanan: ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଆସିଛନ୍ତି ୧୪ ପ୍ରଜାତିର ନୂଆ ଅତିଥି

ବାରଙ୍ଗ: ନନ୍ଦନକାନନ ଆସିଲେ ନୂଆ ଜୀବଜନ୍ତୁ । ଗୁଜରାଟର ବନ୍ତାରାରୁ ଆସିଛନ୍ତି ନୂଆ ପ୍ରଜାତିର ଜୀବଜନ୍ତୁ। ନନ୍ଦନକାନନ ଆସିଲେ ନୂଆ ଅତିଥି। ନନ୍ଦନକାନନରେ ପହଞ୍ଚିଛନ୍ତି ୭ ପ୍ରଜାତିର ଜୀବଜନ୍ତୁ । ସେମାନଙ୍କ ମଧ୍ୟରେ କିଛି ନୂଆ ପ୍ରଜାତିର ଜନ୍ତୁ ରହିଛନ୍ତି । ଆସିଥିବା ଜନ୍ତୁ ମଧ୍ୟରେ…

Nandankanan: ନନ୍ଦନକାନନରେ ଦୁଃଖଦ ଘଟଣା, ନବ ଜନ୍ମିତ ସିଂହ ଶାବକ ମୃତ

 ବାରଙ୍ଗ: ଆଖି ବୁଜିଲା ନବ ଜନ୍ମିତ ସିଂହ ଶାବକ । ପ୍ରାଣୀଉଦ୍ୟାନ ନନ୍ଦନକାନନରେ ନବ ଜନ୍ମିତ ସିଂହ ଶାବକର ମୃତ୍ୟୁ ଘଟିଛି । ଗତ ସୋମବାର ୭ ତାରିଖ ରାତିରେ ସିଂହୀ ‘ମାୟା’ ଜନ୍ମ ଦେଇଥିଲା ଏହି ଶାବକକୁ । ଜନ୍ମର ମାତ୍ର ୪ ଦିନରେ ଏହି ଶାବକଟି ପାଟିରେ ସମସ୍ୟା ଥିବାରୁ କ୍ଷୀର ପିଇ ପାରୁନଥିଲା ।…

Orangutans: ନନ୍ଦନକାନନରେ ଓରାଙ୍ଗଉଟାନର ହେବ କି ନାମକରଣ? ସୁସ୍ଥତା ପରେ ନିଆଯିବ ନିଷ୍ପତ୍ତି

ଭୁବନେଶ୍ବର: ନନ୍ଦନକାନନରେ ଥିବା ଓରାଙ୍ଗଉଟାନର ହେବ କି ନାମକରଣ । ନନ୍ଦନକାନନରେ ଥିବା ସବୁ ପ୍ରାଣୀଙ୍କ ପରି ଓରାଙ୍ଗଉଟାନକୁ ମିଳିବ କି ନୁଆ ନାମ । କାରଣ ନନ୍ଦନକାନନରେ ରହିଥିବା ପ୍ରତ୍ୟକ ପ୍ରାଣୀଙ୍କର ରହିଛି ସ୍ବତନ୍ତ୍ର ନାମ । ଏବେ ସେମାନଙ୍କର ସ୍ବାସ୍ଥ୍ୟ ଅବସ୍ଥା ଉପରେ ବିଶେଷ ଧ୍ୟାନ…

Orangutan Babies Odisha: ମା’ଠାରୁ କିଏ ଅଲଗା କଲା, ୫ ଓରାଙ୍ଗଉଟାନ୍ ଛୁଆଙ୍କୁ ନେଇ ବଡ଼ ରହସ୍ୟ

ମା’ କୋଳ ନାହିଁ, ଅଛି ଚାରି କାନ୍ଥ । ଖେଳନାକୁ କୁଣ୍ଢାଇ କାନ୍ଦୁଛନ୍ତି ବଣମଣିଷ ଛୁଆ । ମା’ ସାତ ସମୁଦ୍ର ଦୂରରେ, ଛୁଆ ନନ୍ଦନକାନନରେ? ମା’ଠାରୁ କିଏ ଛଡାଇ ଆଣିଲା ଏମାନଙ୍କୁ ? ହୁଏତ ଏମାନେ ମଣିଷ ଛୁଆ ଥିଲେ ଆଜି ଯେଉଁ ପରିସ୍ଥିତିରେ ଅଛନ୍ତି କିଏ ଦେଖିଥିଲେ ଲହୁ ଗଡାଇଥାନ୍ତା। ତ ଆଉ କିଏ ଆହା…

Orangutans : ନନ୍ଦନକାନନରେ କ୍ବାରେଣ୍ଟାଇନରେ ଅଛନ୍ତି ୫ ଓରାଙ୍ଗଉଟାନ୍, ଅନ୍ତର୍ଜାତୀୟ ବନ୍ୟଜନ୍ତୁ ଚୋରାଚାଲାଣ…

ଭୁବନେଶ୍ୱର : ବାଲେଶ୍ୱରରୁ ନନ୍ଦନକାନନ ଆସିଲେ ୫ ଓରାଙ୍ଗଉଟାନ୍। ଓଡ଼ିଶା ଆସିଲେ କେମିତି ? ଆରମ୍ଭ ହେଲା ତନାଘନା । କିଏ ଆଣିଲା ଏହି ବିରଳ ଜୀବ? ଅନ୍ତର୍ଜାତୀୟ ବନ୍ୟଜନ୍ତୁ ଚୋରାଚାଲାଣ ସନ୍ଦେହରେ ଚାଲିଛି ତଦନ୍ତ । ବାଲେଶ୍ୱର ଜିଲ୍ଲାର ଉପକୂଳବର୍ତ୍ତୀ ଜଙ୍ଗଲରୁ ଉଦ୍ଧାର ହୋଇଥିବା ୫ଟି…

Lioness Maya: ପ୍ରଥମ ଥର ମା’ ହେଲା ମାୟା, ନୂଆ ଅତିଥିକୁ ନେଇ ଖୁସି

କୁନି ଜୀବନକୁ ନେଇ ନନ୍ଦନକାନନରେ ଖୁସି। ଦୀର୍ଘ ଅପେକ୍ଷା ପରେ ମା’ ହୋଇଛି ସିଂହୀ ମାୟା। ପ୍ରଥମ ଥର ପାଇଁ ମାତୃତ୍ୱର ସ୍ପର୍ଶ ପାଇଛି ମାୟା। ମାୟାର ସାଥୀ ସିଂହ ଶିଭମ୍। ଚଳିତ ବର୍ଷ ମେ’ ୧୬ ଓ ୧୭ ତାରିଖରେ ଉଭୟଙ୍କ ମଧ୍ୟରେ ମିଳନ ହୋଇଥିଲା। ତା’ପରେ ଆରମ୍ଭ ହୋଇଥିଲା ୧୧୨ ଦିନର ଅପେକ୍ଷା। ଆଉ…

Nandankanan: ନନ୍ଦନକାନନରେ ନୂଆ ଅତିଥି ! ୨ ଶାବକଙ୍କୁ ଜନ୍ମ ଦେଲା ସିଂହୀ ମାୟା

ବାରଙ୍ଗ : ନନ୍ଦନକାନନରେ ନୂଆ ଅତିଥି । ମାଆ ହେଲା ସିଂହୀ ମାୟା । ପ୍ରଥମ ଶାବକ ରାତି ପ୍ରାୟ ୨ଟା ୪୧ରେ ଜନ୍ମ ହୋଇଥିଲା । ଦ୍ଵିତୀୟ ଶାବକଟି ଭୋର୍ ୫ଟା ୪୯ ସମୟରେ ଜନ୍ମ ହୋଇଥିଲା । ପ୍ରଥମ ଶାବକ ମୃତ ଜନ୍ମ ହୋଇଥିବା ବେଳେ ଅନ୍ୟଟି ସୁସ୍ଥ ରହିଛି । ଉଭୟ ମା ଓ ଶାବକକୁ ନନ୍ଦନକାନନର ବରିଷ୍ଠ…

Hulk Gibbon: ନନ୍ଦନକାନନ ଖୁଆଡରୁ ଖସି ଆସିଲା ହୁଲକ୍ ଗିବନ୍ , ପର୍ଯ୍ୟଟକମାନେ ଦେଖି କର୍ମଚାରୀଙ୍କୁ ଖବର ଦେଇଥିଲେ

ବାରଙ୍ଗ : ଖୁଆଡ଼ରୁ ଖସି ଆସିଲା ହୁଲକ୍ ଗିବନ୍ । ନନ୍ଦନକାନନ ଖୁଆଡରୁ ଖସି ବାହାରକୁ ଆସିଗଲା ହୁଲକ୍ ଗିବନ୍ । ଖୁଆଡ଼ରୁ ଖସି ଆସି ଏକ ବଡ ଗଛ ଉପରେ ବସି ରହିଥିଲା ଗିବନ୍ । ପର୍ଯ୍ୟଟକମାନେ ଦେଖି ନନ୍ଦନକାନନ କର୍ମଚାରୀଙ୍କୁ ଖବର ଦେଇଥିଲେ । ପରେ ଟ୍ରାଙ୍କୁଲାଇଜ ଟିମ୍ କୁ ଦେଖି ଖୁଆଡ ଭିତରକୁ ପଶି…

Nandankanan : ନନ୍ଦନକାନନରେ ହରିଣ ଶୀକାର କରି ଖାଇଲା ବାଘ, ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ

ଭୁବନେଶ୍ୱର : ନନ୍ଦନକାନନରେ ହରିଣ ଶୀକାର କରି ଖାଇଲା ବାଘ ।  ଜଙ୍ଗଲ ମଝିରେ ବାଘ ପଞ୍ଜା ତଳେ ହରିଣର ରକ୍ତ ଜୁଡୁବୁଡୁ ଶରୀର ।  ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।  ସଫାରୀ ଗାଡ଼ିରେ ପର୍ଯ୍ୟଟକମାନେ ବୁଲୁଥିବା ସମୟରେ ହଠାତ୍ ଏକ ମହାବଳ ବାଘ ହରିଣ ଉପରେ ଝାମ୍ପ ମାରିଥିଲା । …

World Elephant Day : ଆଜି ବିଶ୍ୱ ହସ୍ତୀ ଦିବସ, ହାତୀ-ମଣିଷ ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିବା ମୁଖ୍ୟ…

ବାରଙ୍ଗ : ଆଜି ବିଶ୍ୱ ହସ୍ତୀ ଦିବସ । ନନ୍ଦନକାନନରେ ମହାସମାରୋହରେ ହସ୍ତୀ ଦିବସ ପାଳିତ ହେବ । ଏଥିପାଇଁ ପ୍ରାଣୀ ଉଦ୍ୟାନରେ ବ୍ୟାପକ ପ୍ରସ୍ତୁତି ହୋଇଛି । ବିଲୁପ୍ତି ଆଶଙ୍କାରେ ଥିବା ଗଜରାଜଙ୍କ ସୁରକ୍ଷା, ସଂରକ୍ଷଣ ଏବଂ ହାତୀ-ମଣିଷ ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିବା ହେଉଛି ଏହି…

ଭାଙ୍ଗିଲା ଜଳ ବିହଙ୍ଗ ସାରଣୀ, ଉଡ଼ିଗଲେ ଅନେକ ପକ୍ଷୀ

ବାରଙ୍ଗ : ଭାଙ୍ଗିଲା ଜଳ ବିହଙ୍ଗ ସାରଣୀ  । ନନ୍ଦନକାନନର କାଞ୍ଜିଆ ହ୍ରଦ କଡ଼ରେ ଥିବା ୭୨ନଂ ଖୁଆଡ଼ ଜଳ ବିହଙ୍ଗ ସାରଣୀ ଭାଙ୍ଗି ଯାଇଥିବାରୁ ଏଥି ମଧ୍ୟରେ ଥିବା ଅନେକ ପକ୍ଷୀ ବାହାରକୁ ଚାଲି ଯାଇଛନ୍ତି । ଦୀର୍ଘ ଦିନରୁ ବିପଦ ସଙ୍କୁଳ ଅବସ୍ଥାରେ ଥିବାରୁ ଏପରି ଘଟଣା ଘଟିଛି । ବିହଙ୍ଗ ସାରଣୀ…