କରୋନା ପାଇଁ ବଦଳିଲା ନନ୍ଦନକାନନର ଟାଇମଟେବଲ୍, ଜାଣି ନିଅନ୍ତୁ କେବେ ଯିବେ
ଭୁବନେଶ୍ୱର : କରୋନା ପାଇଁ ବଦଳିଲା ନନ୍ଦନକାନନର ଟାଇମଟେବଲ୍ । ଯଦି ଆପଣ କେବେ ନନ୍ଦନକାନନ ବୁଲିଯିବାକୁ ଯୋଜନା କରୁଛନ୍ତି । ତେବେ ନିଶ୍ଚୟ ଭାବେ ଜାଣିନିଅନ୍ତୁ କେବେ ବନ୍ଦ ରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ବଟନିକାଲ ପାର୍କ । ନଚେତ ଯାଇ ଫେରିବା ସାର୍ ହେବ ।
କୋଭିଡ ଗାଇଡଲାଇନ…