Browsing Tag

nandighosh

କର୍ତ୍ତବ୍ୟପଥ ପରେଡରେ ଗଡ଼ିଲା ନନ୍ଦିଘୋଷ, ୨୧ କିଲୋର ବୋମାକୁ ପ୍ରତିରୋଧ କରିବାର ରହିଛି କ୍ଷମତା

କର୍ତ୍ତବ୍ୟପଥ ପରେଡରେ ଗଡ଼ିଲା ନନ୍ଦିଘୋଷ । ଏହା ଭାରତୀୟ ସେନାର ମାଇନ ପ୍ରୋଟେକ୍ଟେଡ ଆର୍ମର କ୍ୟାରିଅର। ନନ୍ଦିଘୋଷ ୧୪କିଲୋରୁ ୨୧ କିଲୋର ବୋମାକୁ ପ୍ରତିରୋଧ କରିବାର କ୍ଷମତା ରଖିଛି। ସ୍ବଦେଶ ନିର୍ମିତ କଂପାନୀ ଦ୍ବାରା ପ୍ରତିରକ୍ଷା ସାମଗ୍ରୀ ନିର୍ମାଣରେ ନନ୍ଦିଘୋଷ ଏକ ବଡ଼ ପ୍ରୟାସ ।…