Browsing Tag

nano car

ରତନ ଟାଟାଙ୍କ ଡ୍ରିମ ପ୍ରୋଜେକ୍ଟକୁ ଲାଗିଲା ବଡ ଝଟ୍‌କା ! ବର୍ଷକରେ ବିକ୍ରି ହୋଇଛି ମାତ୍ର ଗୋଟେ ନାନୋ କାର

୨୦୦୮ରେ ଟାଟା କମ୍ପାନୀ ଏହି ଲକ୍ଷ ଟଙ୍କିଆ କାରକୁ ବଜାରରେ ଲଞ୍ଚ କରିଥିଲା। ଏହି କାରକୁ କମ୍ପାନୀର ତତ୍‌କାଳୀନ ଚେୟାରମ୍ୟାନ ରତନ ଟାଟାଙ୍କ ଡ୍ରିମ ପ୍ରୋଜେକ୍ଟ କୁହାଯାଉଥିଲା। କିନ୍ତୁ ଏହି କାରକୁ ଏବେ ଭାରତୀୟ ଲୋକେ ପସନ୍ଦ କରୁନାହାନ୍ତି। ଚଳିତବର୍ଷ ୯ ମାସ ମଧ୍ୟରେ କମ୍ପାନୀର ମାତ୍ର ଗୋଟେ…