ନେପାଳ ନିବାସୀ ଏହି ବ୍ୟକ୍ତି ୧୯ ବର୍ଷରୁ ଆସିନାହାନ୍ତି ଭାରତ, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
ବାହାଡ଼ି ଉଦ୍ୟୋଗ ବ୍ୟାପାର ମଣ୍ଡଳ ଅଧ୍ୟକ୍ଷ ନର ବାହାଦୁର ଚାନ୍ଦ ଗତ ୧୯ ବର୍ଷରୁ ଭାତରକୁ ଆସିନାହାନ୍ତି । ସେ ୨୦୦୦ ମସିହାରେ ପ୍ରତିଜ୍ଞା କରିଥିଲେ କି ଝୁଲାଘାଟରେ ମୋଟର ପୋଲ ହେବା ପରେ ନିଜ ଗାଡିରେ ସେ ଭାରତ ଯିବେ। ପିଥୋରାଗଡ ର ଦେବତ ଗାଁରେ ତାଙ୍କ ଶ୍ୱଶୁର ଘର । ସେ କରିଥିବା ପ୍ରତିଜ୍ଞା…