ଜଙ୍ଗଲ ଛାଡ଼ି ଜନବସତିରେ ବୁଲୁଛି ହାତୀ, ଭୟରେ ଅଛନ୍ତି ଜନ ସାଧାରଣ
ବିରାଟକାୟ ଦନ୍ତା ହାତୀ ଜଙ୍ଗଲ ଛାଡ଼ି ଜନବସତି ଆଡ଼କୁ ମାଡ଼ି ଆସିଛି । ହାତୀ ଚାରି ପାଖରେ ଲୋକେ ବି ଜମା ହୋଇଛନ୍ତି । ରାସ୍ତା ଉପରେ ବୁଲି ବୁଲି ଦୋକାନ ବଜାର ଆଡ଼କୁ ମାଡ଼ି ଆସିବା ସହ ବେଳେ ବେଳେ ଲୋକଙ୍କ ପାଖକୁ ବି ମାଡ଼ି ଆସୁଛି ହାତୀ । ଏତେ ବଡ଼ ଦନ୍ତାକୁ ଦେଖିଲେ ଯେ କେହି ବି ଭୟ କରିବ । କାହା…