ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଲୋକେ: ଗରା, ବାଲଟି ଧରି ରାଜରାସ୍ତାକୁ ଓହ୍ଲାଇଲେ ମହିଳା
ନରସିଂହପୁର (କେନ୍ୟୁଜ): ଅସହ୍ୟ ତାତି ସହ ଅସମ୍ଭାଳ ହେଲାଣି ଜଳ କଷ୍ଟ । ରାଜ୍ୟରେ ପାରଦ ଉପର ମୁହାଁ ହୋଇଥିବା ବେଳେ ତା ସହ ତାଳ ଦେଇ ବଢିବାରେ ଲାଗିଛି ପିଇବା ପାଣିର ସମସ୍ୟା । ଏବେବି ଲୋକେ ଶୁଖିଲା ନଳକୂଅ ନହେଲେ ପୋଖରୀର ଗୋଳିଆ ପାଣି ଉପରେ ଭରସା କରୁଛନ୍ତି । କିଛି ସ୍ଥାନରେ ପାଣି ପାଇଁ…