Browsing Tag

narcotics seized

ଜେଲ୍ ଭିତରେ ଏସପିଙ୍କ ସରପ୍ରାଇଜ୍ ରେଡ୍, ବିପୁଳ ପରିମାଣର ମାଦକ ଦ୍ରବ୍ୟ ଜବତ ହୋଇଥିବା ସୂଚନା

ଝାରସୁଗୁଡା: ଜେଲ୍ ଭିତରେ ଏସପିଙ୍କ ସରପ୍ରାଇଜ୍ ରେଡ୍ । ଝାରସୁଗୁଡା ଜିଲ୍ଲା ଜେଲରେ ପୋଲିସର ବଡ଼ଧରଣର ଚଢ଼ାଉ । ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ପ୍ରତ୍ୟେକ୍ଷ ନେତୃତ୍ୱରେ ଜେଲ୍ ଭିତରେ ପଶିଛି ପୋଲିସର ସ୍ପେଶାଲ୍ ଟିମ୍ । ଜେଲର କୋଣ ଅନୁକୋଣରେ ଚାଲିଛି ସର୍ଚ୍ଚ ଅପରେସନ । ଚଢ଼ାଉ ବେଳେ ଜେଲ୍…