ୱାସିଂଟନରେ ମେଦି ମାନିଆ, ପ୍ରବାସୀ ଭାରତୀୟଙ୍କ ମୋଦି ନାରାରେ କମ୍ପିଲା ବିମାନ ବନ୍ଦର
କେନ୍ୟୁଜ୍(ବ୍ୟୁରୋ):ୱାଶିଂଟନ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କାଲି ରହିଛି ମୋଦି-ବାଇଡେନ୍ ସାକ୍ଷାତ। ଆଜି ଗସ୍ତର ପ୍ରଥମ ଦିନରେ ଗ୍ଲୋବାଲ ସିଇଓଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହାସହ ରାତିରେ ଆମେରିକା ଉପରାଷ୍ଟ୍ରପତି କମଲା ହାରିସଙ୍କୁ ସାକ୍ଷାତ ରହିଛି। ଆଜି ଅଷ୍ଟ୍ରେଲିଆ…