Browsing Tag

narendra modi

ମୋଦି ହସ୍ତକ୍ଷେପ କରି ନଥିଲେ ୟୁକ୍ରେନ ଉପରେ ପରମାଣୁ ଆକ୍ରମଣ କରିଥାନ୍ତା ରୁଷ, ପୁଟିନଙ୍କୁ କ୍ଷାନ୍ତ କରିଥିଲେ ମୋଦି

ମୋଦି ହସ୍ତକ୍ଷେପ କରି ନଥିଲେ ହିରୋସୀମା ନାଗାସାକି ପରେ ଆଉ ଏକ ପରମାଣୁ ଯୁଦ୍ଧ ଦେଖିଥାନ୍ତା ବିଶ୍ବ। ୟୁକ୍ରେନ ଉପରେ ପରମାଣୁ ଆକ୍ରମଣ କରିଥାନ୍ତା ରୁଷ। ପୁଟିନଙ୍କୁ ଏଥିରୁ କ୍ଷାନ୍ତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅନ୍ତର୍ଜାତୀୟ ଗଣମାଧ୍ୟମ CNN କୁ ଆମେରିକାର ୨ ଜଣେ ଅଧିକାରୀ…

‘ଆଗାମୀ ୧୦୦ ଦିନ ଉତ୍ସାହର ସହିତ କାମ କରିବାକୁ ପଡ଼ିବ’…, ଲୋକସଭା ନିର୍ବାଚନ ପୂର୍ବରୁ ଗୁରୁମନ୍ତ୍ର ଦେଲେ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପି କାର୍ଯ୍ୟକର୍ତ୍ତାଙ୍କ ମନରେ ଜୋଶ୍‌ ଭରିଛନ୍ତି । ପିଏମ୍‌ ମୋଦି କହିଛନ୍ତି ଯେ ଆଗାମୀ ୧୦୦ ଦିନ ସେମାନଙ୍କୁ ଜୋଶ୍‌ ଏବଂ ଉତ୍ସାହର ସହିତ କାମ କରିବାକୁ ପଡିବ । ଏହି ସମୟ ମଧ୍ୟରେ ସେମାନେ ପ୍ରତ୍ୟେକ ଭୋଟରଙ୍କ ନିକଟରେ ପହଞ୍ଚିବା ଉଚିତ୍ । ରାଜଧାନୀ…

ମିଥୁନ୍ ଚକ୍ରବର୍ତ୍ତୀଙ୍କୁ କଲ୍ କରି ଗାଳି ଦେଲେ ପ୍ରଧାନମନ୍ତ୍ରୀ ମୋଦୀ, ଜାଣନ୍ତୁ କାହିଁକି?

ଛାତି ଯନ୍ତ୍ରଣା ଅନୁଭବ କରିବା ପରେ ଶନିବାର (ଫେବୃଆରୀ ୧୦) କୋଲକାତାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବରିଷ୍ଠ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଏବେ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି । ଲାଟେଷ୍ଟ ଅପଡେଟ ଅନୁଯାୟୀ ସୋମବାର (ଫେବୃଆରୀ ୧୨) ଅପରାହ୍ନରେ ମିଥୁନଙ୍କୁ ଡିସଚାର୍ଜ…

ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା, ୧ କୋଟି ପରିବାରଙ୍କୁ ମିଳିବ ମାଗଣାରେ ବିଦ୍ୟୁତ୍‌

କେନ୍ଦ୍ର ସରକାରଙ୍କ ଦ୍ୱାରା ଅନେକ ଯୋଜାନା କାର୍ଯ୍ୟକାରୀ କରାଯାଉଛି, ଯାହା ଦ୍ୱାରା ଅନେକ ଲୋକ ଲାଭ ପାଉଛନ୍ତି । ଏହି ଯୋଜନାଗୁଡ଼ିକ ମଧ୍ୟରୁ ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା ଅନ୍ୟତମ । ଏହି ଯୋଜନା ଦ୍ୱାରା ଦେଶର ୧ କୋଟି ଘରର ଛାତ ଉପରେ ଲଗାଯିବ ରୁଫଟପ୍‌ ସୋଲାର ପ୍ୟାନେଲ୍‌ । ତେବେ…

ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ , ୬୮ହଜାର କୋଟିରୁ ଅଧିକ ଟଙ୍କାର ଏକାଧିକ ପ୍ରକଳ୍ପର କରିବେ ଉଦଘାଟନ

ସମ୍ବଲପୁର (କେନ୍ୟୁଜ): ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସ୍ବତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଆସିବେ ସମ୍ବଲପୁର । ବସନ୍ତପୁର ସ୍ଥିତ ଆଇଆଇଏମ ସ୍ଥାୟୀ କ୍ୟାମ୍ପସର ଲୋକାର୍ପଣ କରିବେ । ଏଥିସହ…

ପ୍ରଧାନମନ୍ତ୍ରୀ ମୋଦି ବଜେଟ୍‌କୁ କଲେ ପ୍ରଶଂସା; କହିଲେ, ବିକଶିତ ଭାରତର ୪ ସ୍ତମ୍ଭକୁ କରିବ ସଶକ୍ତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଉପସ୍ଥାପିତ ଅନ୍ତରୀଣ ବଜେଟକୁ ପ୍ରଶଂସା କରିଛନ୍ତି । ଏହି ବଜେଟ୍ ଗରିବ ଓ ମଧ୍ୟବିତ୍ତ ବର୍ଗଙ୍କ ପାଇଁ ରୋଜଗାର ସୃଷ୍ଟି କରିବ ବୋଲି ମୋଦି କହିଛନ୍ତି । ସେ କହିଛନ୍ତି ଯେ ଏହି ବଜେଟ୍ ମାଧ୍ୟମରେ ଆଶା ଓ ଅଙ୍ଗନୱାଡି କର୍ମୀଙ୍କୁ ମଧ୍ୟ ଆୟୁଷ୍ମାନ ଭାରତ…

ଜ୍ୟୋତିର୍ବିଦଙ୍କ ଭବିଷ୍ୟବାଣୀ, ନରେନ୍ଦ୍ର ମୋଦି ୨୦୨୮ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରହିବେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୪ରେ ପୁଣି ପ୍ରଧାନମନ୍ତ୍ରୀ ହେବେ । ସାଧାରଣ ନିର୍ବାଚନରେ ତାଙ୍କର ଭାରତୀୟ ଜନତା ପାର୍ଟି ଦଳ ବିପୁଳ ବିଜୟ ହାସଲ କରିବ । ଏକଥା କହିଛନ୍ତି ଚିରାଗ ଦାରୁଓ୍ଵାଲା । ସେ କୌଣସି ରାଜନେତା ନୁହନ୍ତି, ଜଣେ ଜ୍ୟୋତିର୍ବିଦ । ତାଙ୍କ ଭବିଷ୍ୟବାଣୀ ହେଉଛି କି ମୋଦି…

ଆସନ୍ତା ୨୪ରେ ଓଡ଼ିଶା ଆସିବେ ନରେନ୍ଦ୍ର ମୋଦି ! ସମ୍ବଲପୁରର ଏକ କାର୍ଯ୍ୟକ୍ରମରେ ହେବେ ସାମିଲ

ଭୁବନେଶ୍ୱର (କେନ୍ୟୁଜ): ଆସନ୍ତା ୨୪ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ। ୨୪ ତାରିଖରେ ନରେନ୍ଦ୍ର ମୋଦି ସମ୍ବଲପୁର ଆସୁଥିବା ସୂଚନା ମିଳିଛି। ସମ୍ବଲପୁର IIMର ନୂତନ କ୍ୟାମ୍ପସ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେବା ନେଇ ସୂଚନା ମିଳିଛି। ତେବେ ଏନେଇ ବିଧିବଦ୍ଧ ସୂଚନା ମିଳିନାହିଁ। ଏନେଇ ବିରୋଧୀ…

ବିଶ୍ୱକପ ଫାଇନାଲ ମ୍ୟାଚ୍‌ ଦେଖିବାକୁ ଉପସ୍ଥିତ ରହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅଷ୍ଟ୍ରେଲିଆ…

ଆସନ୍ତାକାଲି ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ଦିନିକିଆ ବିଶ୍ୱକପ ୨୦୨୩ ର ଫାଇନାଲ ମ୍ୟାଚ୍‌ । ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଫାଇନାଲ ମ୍ୟାଚ୍‌ । ଏହି ମ୍ୟାଚ୍‌ ପାଇଁ କ୍ରିକେଟ ଫ୍ୟାନ୍ସଙ୍କ କ୍ରେଜ ରହିଥିବା ବେଳେ ବଡ ବଡ ରାଜନେତା ମଧ୍ୟ ବାଦ୍‌ ପଡିନାହାନ୍ତି ।…

ଭାରତର ପ୍ରଥମ ଆଞ୍ଚଳିକ ରାପିଡ୍ ଟ୍ରାଞ୍ଜିଟ୍ ସିଷ୍ଟମ ପ୍ରସ୍ତୁତ, ଆସନ୍ତାକାଲି ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି

ପ୍ରସ୍ତୁତ ହୋଇଛି ଦେଶର ପ୍ରଥମ ଆଞ୍ଚଳିକ ରାପିଡ୍ ଟ୍ରାଞ୍ଜିଟ୍ ସିଷ୍ଟମ ଅର୍ଥାତ୍‌ ଦିଲ୍ଲୀ-ମେରଠ ଆର୍‌ଆର୍‌ଟିଏସ୍‌। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ମନ୍ତ୍ରୀ ହରଦୀପ୍‌ ସିଂ ପୁରୀ। ସେ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ 'ଏକ୍ସ'ରେ ଫଟୋ ସେୟାର କରି…

ISROକୁ ଲକ୍ଷ୍ୟ ଦେଲେ ପ୍ରଧାନମନ୍ତ୍ରୀ ମୋଦି…, ୨୦୨୫ରେ ଗଗନଯାନର ଲଞ୍ଚିଂ ଏବଂ ୨୦୩୫ ସୁଦ୍ଧା ଭାରତୀୟ ମହାକାଶ ଷ୍ଟେସନ

ଭାରତୀୟ ମହାକାଶ ଏଜେନ୍ସି (ISRO) ଏବେ ଚନ୍ଦ୍ରରେ ସଫଳ ଲ୍ୟାଣ୍ଡିଂ ପରେ ଗଗନଯାନ ମିଶନରେ ଲାଗିପଡ଼ିଛି। ଏହାର ପ୍ରସ୍ତୁତି ଦ୍ରୁତ ଗତିରେ ଆଗେଇ ଚାଲିଛି। ଏହି ପ୍ରସ୍ତୁତିଗୁଡିକ ଉପରେ ନଜର ରଖିବା ତଥା ମହାକାଶ ପ୍ରୟାସର ରୂପରେଖ ପ୍ରସ୍ତୁତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…