Browsing Tag

narendra modi

ପୁରୀରୁ ଲଢିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ! ଏମିତି କହିଲେ ବିଧାୟକ ଜୟନ୍ତ ଷଡଙ୍ଗୀ

ପୁରୀ(କେନ୍ୟୁଜ୍):  ପୁରୀରୁ ଲଢିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି !! ପ୍ରତିକ୍ରିୟା ରଖିଲେ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ। ଲୋକସଭା ନିର୍ବାଚନରେ ପୁରୀରୁ ମୋଦୀ ନିର୍ବାଚନ ଲଢିବା ନେଇ ଶୁଣିଛନ୍ତି କହିଲେ ବିଧାୟକ ଜୟନ୍ତ ଷଡ଼ଙ୍ଗୀ। ପୁରୀବାସୀଙ୍କ ଇଚ୍ଛା ଓ ମହାପ୍ରଭୁଙ୍କ ଆର୍ଶୀବାଦ ରହିଲେ…

ଉତ୍ତରାଖଣ୍ଡ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି, ପାର୍ବତୀ କୁଣ୍ଡରେ କଲେ ପୂଜାର୍ଚ୍ଚନା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତରାଖଣ୍ଡ ଗସ୍ତରେ ଅଛନ୍ତି। ମୋଦି ନିଜର ଏକ ଦିବସୀୟ ଯାତ୍ରାରେ ପିଥୋଡ଼ାଗଡରେ ପହଞ୍ଚିଥିଲେ। ଏଠାରେ ମୋଦି ଭଗବାନ ଶିବଙ୍କ ଧାମ ଏବଂ ଆଦି କୈଳାଶ ଶିଖର ଦର୍ଶନ କରିଥିଲେ। ଏହାପରେ ପାର୍ବତୀ କୁଣ୍ଡରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ। ନିଜର ଏହି…

ଅମିତାଭ ବଚ୍ଚନଙ୍କ ସହିତ ଏକାଠି ଫିଲ୍ମ ଦେଖିବା ସହିତ ଖାଇବାକୁ ଯାଇଥିଲେ ମୋଦି, ଜନ୍ମଦିନରେ ମନ ପକାଇଲେ ବିଗ୍‌ ବି

ଭାରତର ୧୫ତମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦରଦାସ ମୋଦି ଆଜି ତାଙ୍କର ୭୩ତମ ଜନ୍ମଦିନ ପାଳନ କରିଛନ୍ତି । ଦେଶ ବିଦେଶର ବହୁ ବଡ ବ୍ୟକ୍ତିତ୍ୱମାନେ ତାଙ୍କୁ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇଛନ୍ତି । ଏହାସହିତ ବଲିଉଡର ବହୁ ବଡ ବ୍ୟକ୍ତିତ୍ୱମାନେ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି…

ଭାରତ ମଣ୍ଡପମ୍‌ ପରେ ଏବେ ‘ଯଶୋଭୂମି’… ସେପ୍ଟେମ୍ବର ୧୭ରେ ଦେଶକୁ ସମର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଦେଶରେ ଅନ୍ତର୍ଜାତୀୟ ସ୍ତରର ବୈଠକ, ସମ୍ମିଳନୀ ଏବଂ ପ୍ରଦର୍ଶନୀ ଆୟୋଜନ ପାଇଁ ବିଶ୍ୱସ୍ତରୀୟ ଭିତ୍ତିଭୂମି ପ୍ରସ୍ତୁତ କରାଯାଉଛି। ନିକଟରେ ଦିଲ୍ଲୀର ପ୍ରଗତି ମୈଦାନରେ ତିଆରି 'ଭାରତ ମଣ୍ଡପମ୍'କୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଜୋର୍‌ ଧରିଥିଲା। ଏଠାରେ ଜି-୨୦ ଶିଖର ସମ୍ମିଳନୀ ଆୟୋଜିତ ହୋଇଥିଲା,…

ମରକ୍କୋ ଭୂକମ୍ପ: ଦୁଃଖ ପ୍ରକାଶ କରି ଟ୍ଵିଟ କଲେ ପ୍ରଧାନମନ୍ତ୍ରୀ ମୋଦି

ଆଜି ସକାଳେ ହୋଇଥିବା ଭୟଙ୍କର ଭୂକମ୍ପରେ ଆଫ୍ରିକୀୟ ଦେଶ ମରକ୍କୋ ଥରି ଯାଇଛି । ୬.୮ ମ୍ୟାଗ୍ନିଚ୍ୟୁଡର ଏହି ଭୂକମ୍ପ ଏଠାରେ ଅନେକ ଧ୍ୱଂସ ଘଟାଇଛି। ଏହି ଘଟଣାରେ ୬୩୨ ଜଣ ପ୍ରାଣ ହରାଇଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ିବ ବୋଲି ଆଶଙ୍କା କରାଯାଉଛି । ଏଭଳି ଭୟଙ୍କର ଭୂକମ୍ପ ଯୋଗୁଁ ଭାରତର…

ଇଷ୍ଟ୍‍ ଇଣ୍ଡିଆ କମ୍ପାନୀ, ଇଣ୍ଡିଆନ୍‌ ମୁଜାହିଦ୍ଦିନ ନାଁ ନେଇ ବିରୋଧୀ ମେଣ୍ଟ ‘I.N.D.I.A’ ଉପରେ ଖୁବ୍‌ ବର୍ଷିଲେ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀଙ୍କ ନୂଆ ମେଣ୍ଟ ‘ଇଣ୍ଡିଆ (I.N.D.I.A)’କୁ ନେଇ ଖୁବ୍‌ ବର୍ଷିଛନ୍ତି। ମଙ୍ଗଳବାର ସଂସଦର ମୌସୁମୀ ଅଧିବେଶନର ଚତୁର୍ଥ ଦିନରେ ସଂସଦରେ ଜାରି ହଙ୍ଗାମା ଏବଂ ବିରୋଧୀଙ୍କ ମେଣ୍ଟର ନାଁରେ ‘ଇଣ୍ଡିଆ’ ଶବ୍ଦ ବ୍ୟବହାରକୁ ନେଇ ବିରୋଧୀଙ୍କୁ ଟାର୍ଗେଟ୍‌…

ବାଇଡେନ ଓ ସୁନାକଙ୍କୁ ଟପିଲେ ନରେନ୍ଦ୍ର ମୋଦି, ୯୦ ମିଲିୟନ ଅତିକ୍ରମ କଲା ଟ୍ଵିଟର ଫଲୋୟର୍ସ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପରି ଜୋ ବାଇଡେନ ଓ ଇଂଲଣ୍ଡ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ଟପିଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପିଏମ୍‌ ମୋଦିଙ୍କ ଟ୍ଵିଟର ଫଲୋୟର୍ସ ୯୦ ମିଲିୟନ ଅତିକ୍ରମ କରିଛି । ସୋସିଆଲ ମିଡିଆ ପ୍ରସାରର ଏକ ଅଂଶ ଭାବେ ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ…

ହ୍ଵାଇଟ ହାଉସରେ ମୋଦି-ବାଇଡେନଙ୍କ ଭେଟଘାଟ୍, ଭାରତ-ଆମେରିକା ବଡ଼ ସାମରିକ ଡିଲ ଉପରେ ଲାଗିବ ମୋହର!

ନୂଆଦିଲ୍ଲୀ : ବାଇଡେନଙ୍କୁ ଭେଟିଲେ ମୋଦି । ହ୍ଵାଇଟ ହାଉସରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହ୍ଵାଇଟ ହାଉସରେ ପହଞ୍ଚିବା ପରେ ମୋଦିଙ୍କୁ ଜୋରଦାର ସ୍ୱାଗତ । ସ୍ୱାଗତ କରିଥିଲେ ରାଷ୍ଟ୍ରପତି ଜୋ ବାଇଡେନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ନ୍ୟୁୟର୍କ: ଜାତିସଂଘ ମୁଖ୍ୟାଳୟରେ ଯୋଗ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, କହିଲେ, ‘ଏହା ଆମ ସମସ୍ତଙ୍କୁ ଯୋଡ଼ିଥାଏ…’

ନ୍ୟୁୟର୍କସ୍ଥିତ ଜାତିସଂଘ ମୁଖ୍ୟାଳୟରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଠାରେ ଆୟୋଜିତ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ମୋଦି। ଏହି ଅବସରରେ ମୋଦି ଜାତିସଂଘରେ ୧୮୦ଟି ଦେଶର ଲୋକଙ୍କ ସହିତ ଯୋଗ କରୁଛନ୍ତି। ମିଳିତ ଜାତିସଂଘ ମୁଖ୍ୟାଳୟରେ…

ଆମେରିକାରେ ଭାରତର ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କଲେ ଏଲନ ମସ୍କ, କହିଲେ- ମୁଁ ମୋଦିଙ୍କ ଫ୍ୟାନ୍‌

ନୂଆଦିଲ୍ଲୀ :  ୪ ଦିନିଆ ଗସ୍ତରେ ଯାଇ ଆମେରିକାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ସାକ୍ଷାତ କରିଛନ୍ତି ପ୍ରଧାନମନ୍ତ୍ରୀ । ଟେସଲା ଓ ସ୍ପେସ୍‌ ଏକ୍ସ ସିଇଓ ଏଲନ ମସ୍କ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି । ଏହି ସାକ୍ଷାତ ପରେ…

ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା: ସମସ୍ତ ଦେଶବାସୀଙ୍କୁ ଟ୍ୱିଟ୍‌ କରି ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ…

ନୂଆଦିଲ୍ଲୀ : ଆଜି ପବିତ୍ର ରଥଯାତ୍ରା । ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ବଡ଼ଦାଣ୍ଡରେ ଝୁଲି ଝୁଲି ରଥ ଉପରକୁ ଆସିବେ ଚତୁର୍ଦ୍ଧାମୂର୍ତ୍ତି । ପବିତ୍ର ରଥଯାତ୍ରା ଅବସରରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ । ରଥଯାତ୍ରା ଅବସରରେ ଟ୍ୱିଟ୍ କରି ଶୁଭେଚ୍ଛା…

ସମଗ୍ର ଦେଶର ୭୦ ହଜାର ଯୁବକଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡିଓ କନଫରେନ୍ସିଂ ଜରିଆରେ ପାଖାପାଖି ୭୦,୦୦୦ ନୂଆ ଭର୍ତ୍ତି ହୋଇଥିବା ଯୁବକଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଯୁବକମାନଙ୍କୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ଅଫିସ ତରଫରୁ ଏସମ୍ପର୍କରେ ସୂଚନା ମିଳିଛି ।…