Browsing Tag

narendra modi

ବର୍ଷରେ ତୃତୀୟ ଥର ପାଇଁ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ : ସାଙ୍ଗରେ ଆସୁଛନ୍ତି ୭ ଜଣ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର (କେନ୍ୟୁଜ୍) :ପ୍ରଧାନମନ୍ତ୍ରୀଙ୍କ ଖୋର୍ଦ୍ଧା ଗସ୍ତକୁ ଆଉ ଗୋଟିଏ ଦିନ ବାକି ରହିଲା । ଚଳିତ ବର୍ଷ ଏହା ତାଙ୍କର ତୃତୀୟ ଓଡ଼ିଶା ଗସ୍ତ । ପ୍ରଧାନମନ୍ତ୍ରୀଙ୍କ ସହ ଆସିବେ ୭ ଜଣ କେନ୍ଦ୍ରମନ୍ତ୍ରୀ । ଏହି ଅବସରରେ ମୋଦି ୧୪ ହଜାର ୫ ଶହ ୨୩ କୋଟି ଟଙ୍କାର ବିଭିନ୍ନ ଯୋଜନାର ଶୁଭାରମ୍ଭ…

ମୋଦିଙ୍କ ଡବଲ୍ ଟୁର, ଜାନୁଆରୀରେ ଦୁଇ ଥର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ

ଖୋର୍ଦ୍ଧା : ଆସନ୍ତା ୨୪ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଖୋର୍ଦ୍ଧା ଗସ୍ତ ପାଇଁ ଜୋରଦାର ପ୍ରସ୍ତୁତି । ପ୍ରଧାନମନ୍ତ୍ରୀଙ୍କ ସାଧାରଣ ସଭା ଆୟୋଜନ ସ୍ଥଳରେ ବିଜେପି ପକ୍ଷରୁ କରାଯାଇଛି ଭୂମିପୂଜନ । ୧୯' ନିର୍ବାଚନ ପାଇଁ ପାଇକଗଡ଼ ଖୋର୍ଦ୍ଧାରୁ ବିଗୁଲ ଫୁଙ୍କିବେ ମୋଦି । ଏହି ଅବସରରେ ୧୪ ହଜାର ୫…

ଆସନ୍ତା ୨୪ ରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ, ୧୪୫୨୩ କୋଟି ଟଙ୍କାରେ ବିଭିନ୍ନ ଯୋଜନାର କରିବେ ଶୁଭାରମ୍ଭ

ଭୁବନେଶ୍ବର : ଆସନ୍ତା ୨୪ ରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗସ୍ତ ଅବସରରେ ମୋଦି ଓଡ଼ିଶାବାସୀଙ୍କ ପାଇଁ କଣ ଘୋଷଣା କରିବେ ଏନେଇ ଦିଲ୍ଲୀରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ପ୍ରେସମିଟ୍‌ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମହେଶ ଶର୍ମା ମିଳିତ ଭାବେ…

୨୪ରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ, ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିବେ ନା ଭବିଷ୍ୟତକୁ ଦେଖି ଚୁପ୍ ରହିବେ

୫ ରାଜ୍ୟର ଲେଜଲ୍ଟ ପରେ, ଆଗକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଓଡ଼ିଶା ଗସ୍ତ । ହିନ୍ଦୀ ହାର୍ଟଲାଣ୍ଡରେ ମାଡ଼ ଖାଇବା ପରେ, ପୂର୍ବ ଭାରତ ଉପରେ ରହିଛି ମୋଦିଙ୍କ ନଜର। ତିନି ରାଜ୍ୟରେ ବିଜେପିର ପରାଜୟ ପରେ ଦଳ ୨୦୧୪ ସଫଳତା ୨୦୧୯ରେ ପୁନାରବୃତି କରିବ, ସେ ଆଶା କ୍ଷୀଣ। ଗତ ଥର ମଧ୍ୟପ୍ରଦେଶ, ରାଜସ୍ଥାନ…

କାମ କଲାନି ମୋଦି ମ୍ୟାଜିକ୍, ପାସ୍ ହୋଇଗଲେ ପପୁ : ଜାଣନ୍ତୁ କାହିଁକି ଅଟକିଗଲା ବିଜେପିର ବିଜୟରଥ

ନୂଆଦିଲ୍ଲୀ : ୫ ରାଜ୍ୟର ଫଳାଫଳ । କଂଗ୍ରେସ ପାଇଁ ଖୁସି ଆଣିଛି। ଆଞ୍ଚଳିକ ଦଳ ବି ଉତ୍ସାହିତ ଅଛନ୍ତି। କିନ୍ତୁ ବିଜେପି ପାଇଁ ସତର୍କ ଘଣ୍ଟି। କଣ ଲୋକଙ୍କ ମନରୁ ମୋଦି ମ୍ୟାଜିକ୍‌ ଉଭେଇବାରେ ଲାଗିଛି ? ପ୍ରଧାନମନ୍ତ୍ରୀ ଦଳ ପାଇଁ ଜୋରଦାର ପ୍ରଚାର କଲେ। କିନ୍ତୁ ରେଲଜ୍ଟ ଆଶାନରୂପ ହେଲା ନାହିଁ।…

ରାହୁଲଙ୍କ ଚିଠି : ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ ପ୍ରସଙ୍ଗ

ନୂଆଦିଲ୍ଲୀ : ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ ପ୍ରସଙ୍ଗରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଚିଠି । କଂଗ୍ରେସ ଶାସିତ ରାଜ୍ୟ ଓ ଯେଉଁଠି ମେଣ୍ଟ ସରକାର ଚାଲିଛି, ସେସବୁ ରାଜ୍ୟକୁ ଚିଠି ଲେଖିଛନ୍ତି ରାହୁଲ । ଆସନ୍ତା ଅଧିବେଶନରେ ଏସମ୍ପର୍କିତ ସଂରକ୍ଷଣ…

ଅନୁଷ୍କାଙ୍କ ପରେ ପ୍ରିୟଙ୍କା, ରିସେପସନ୍ ପାର୍ଟିରେ ଆଶୀର୍ବାଦ ଦେବାପାଇଁ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

ମୁମ୍ବାଇ : ବଲିଉଡ଼ରେ ଚାଲିଛି ବିବାହର ଋତୁ। ନିକଟରେ ବଲିଉଡ଼ର ବାଜିରାଓ-ମସ୍ତାନୀ ପ ଦିପିକା ଏବଂ ରଣବୀରଙ୍କ ବିବାହ ଏବଂ ରିସେପସନ୍ ସରିଥିବା ବେଳେ ଚର୍ଚ୍ଚାରେ ରହିଛି ନିକ୍-ପିକଙ୍କ ବିବାହ। ଆଜ୍ଞା ହଁ, ଅଭିନେତ୍ରୀ ପ୍ରିୟଙ୍କା ଚୌପ୍ରା ଓ ନିକ୍ ଜୋନ ଦିଲ୍ଲୀରେ ତାଙ୍କର ପ୍ରଥମ ରିସେପସନ୍…

ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ ନେଇ ମୋଦିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି । ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ ନେଇ ନବୀନ ଏହି ଚିଠି ଲେଖିଛନ୍ତି । ସଂସଦରେ ମହିଳା ସଂରକ୍ଷଣ ବିଲ୍‌ ପାସ୍‌ ପାଇଁ ପଦକ୍ଷେପ ନେବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ।…

ମାତ୍ର ୫ ଟଙ୍କା ଖର୍ଚ୍ଚ କରନ୍ତୁ , ମୋଦିଙ୍କୁ ସିଧାସଳଖ ସାକ୍ଷାତ କରନ୍ତୁ

କଣ ଆପଣ ପ୍ରଧାନମନ୍ତ୍ରୀ ମୋଦି ସାମ୍ନା ସାମ୍ନି ଭେଟିବାକୁ ଚାହୁଁଛନ୍ତି ? ଯଦି ଆପଣଙ୍କ ଉତ୍ତର ହଁ ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର । ମାତ୍ର ୫ ଟଙ୍କା ଖର୍ଚ୍ଚ କରି ମୋଦିଙ୍କୁ ଦେଖା କରିପାରିବେ । ଏହି ଡୋନେସନ୍ ଦେବା ପରେ ଆପଣଙ୍କୁ ମିଳିବ ଏକ କଫି ମଗ୍ ଏବଂ ନମୋ ଟି ସର୍ଟ । କେମିତି ଦେବେ…

୭୫ ହଜାର ଟଙ୍କା ଦେବ ମୋଦି ସରକାର, ଯଦି ଘରେ ବସି କରିଦେବେ ଏହି ଗୋଟିଏ କାମ

ସାଧାରଣ ଜନତାଙ୍କ ପାଇଁ ପୁଣି ଏକ ସୁବର୍ଣ୍ଣ ସୁଯୋଗ ଆଣିଦେଇଛନ୍ତି ମୋଦି ସରକାର । କୁଆଡେ ନଯାଇ ବାସ୍ ଘରେ ବସି ପଆନ୍ତୁ ୭୫ ହଜାର ଟଙ୍କା । ଆଜ୍ଞା ହଁ ଖବରଟି ସମ୍ପୂର୍ଣ୍ଣ ସତ । ହେଲେ ଏଥିପାଇଁ କରିବାକୁ ପଡିବ ଏହି ଛୋଟ କାମ ।  ଆପଣଙ୍କୁ ଘରେ ବସି ଗୋଟିଏ ଲୋଗୋ ତିଆରି କରିବାକୁ ପଡିବ । ଯଦି…

ସହରୀ ନକ୍ସଲଙ୍କୁ ସୁରକ୍ଷା ଦେଉଛି କଂଗ୍ରେସ : ନରେନ୍ଦ୍ର ମୋଦି

ଛତିଶଗଡ଼ : କଂଗ୍ରେସ ସହରୀ ନକ୍ସଲଙ୍କୁ ସୁରକ୍ଷା ଦେଉଛି । ସେପଟେ ଛତିଶଗଡ଼କୁ ନକ୍ସଲମୁକ୍ତ କରିବ କହୁଛି । ଏଭଳି ଢଙ୍ଗରେ ଛତିଶଗଡ଼ରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଛତିଶଗଡ଼ରେ ଆସନ୍ତା ୧୨ ତାରିଖରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ହେବ । ଆଜି ନକ୍ସଲ…

ମାତ୍ର ୫୯ ମିନିଟରେ ମିଳିବ ୧ କୋଟିର ଲୋନ୍ , ଆସନ୍ତାକାଲି ଘୋଷଣା ହୋଇପାରେ ଏହି ଐତିହାସିକ ଯୋଜନା

ଏଣିକି ମାତ୍ର ୧ ଘଂଟା ମଧ୍ୟରେ ପାଇଁ ପାରିବେ ୧ କୋଟି ଟଙ୍କାର ଲୋନ୍ । ଆଜ୍ଞା ହଁ । ଆପଣକୁ ଆଶ୍ଚର‌୍ୟ୍ୟ କରୁଥିବା ଏହି ଯୋଜନା ଆଣିଛନ୍ତି ମୋଦି ସରକାର । ଏହି ଯୋଜନା ଅନୁଯାୟୀ ଛୋଟ ବ୍ୟବସାୟୀ ପାଇବେ ବଡ଼ ପ୍ୟାକେଜ୍ । ତେବେ ସୂଚନା ଅନୁସାରେ ଆସନ୍ତାକାଲି ଏହି ଯୋଜନାର ଘୋଷଣା କରିପାରନ୍ତି ମୋଦି…