ଅସୁରକ୍ଷିତ ଅବସ୍ଥାରେ ରହୁଛନ୍ତି ପୋଲିସ୍ କର୍ମୀ
ନରସିଂହପୁର: ପ୍ରତେକ ଦିନ ଜନସାଧାରଣଙ୍କୁ ସୁରକ୍ଷା ଯୋଗାଇ ଆସୁଥିବା ସୁରକ୍ଷା କର୍ମୀ ଏବେ ଅସୁରକ୍ଷିତ । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନରସିଂହପୁର ପୋଲିସ୍ ଥାନାରେ । କଟକ ଜିଲ୍ଲା ନରସିଂହପୁର ସଦର ମହକୁମାରେ ଏହି ଥାନାଟି ଅବସ୍ଥିତ । ପାଖାପାଖି ୨୦ଗୋଟି ଗ୍ରାମ ପଞ୍ଚାୟତ ତଥା…