Browsing Tag

nasa

ଚନ୍ଦ୍ରରୁ ଫେରିଲେ ନାସାର ୪ ମହାକାଶଚାରୀ, ସଫଳ ହେଲା ଆର୍ଟେମିସ୍-୨ ମିଶନ

ନୂଆଦିଲ୍ଲୀ : ଚନ୍ଦ୍ରରୁ ଫେରିଲେ ନାସାର ୪ ମହାକାଶଚାରୀ । ସଫଳ ହେଲା ଆର୍ଟେମିସ୍-୨ ଚନ୍ଦ୍ର ଅଭିଯାନ । ୪ ଲକ୍ଷ କିଲୋମିଟର ଦୂରରୁ ଫେରିଲେ ୪ ମହାକାଶଚାରୀ । ୯ ଦିନର ରୋମାଞ୍ଚକର ଯାତ୍ରା ଶେଷ । ଆଜି ଭୋରୁ ପ୍ରଶାନ୍ତ ମହାସାଗରର ସାନ ଡିଏଗୋ ଉପକୂଳରେ ସଫଳତାର ସହ ଅବତରଣ କଲା ଓରିଅନ ମହାକାଶ…

ନାସାର ଐତିହାସିକ ‘ଆର୍ଟେମିସ୍-୨’ ମିଶନ, ୫୦ ବର୍ଷ ପରେ ଜହ୍ନକୁ ଗଲେ ମଣିଷ !

ନୂଆଦିଲ୍ଲୀ : ନାସାର ଐତିହାସିକ 'ଆର୍ଟେମିସ୍-୨' ମିଶନ । ୫୦ ବର୍ଷ ପରେ ଜହ୍ନକୁ ଗଲେ ମଣିଷ! । ମହାକାଶ ବିଜ୍ଞାନ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରି ନାସାର ଶକ୍ତିଶାଳୀ SLS ରକେଟ୍ କେନେଡି ସ୍ପେସ୍ ସେଣ୍ଟରରୁ ସଫଳତାର ସହ ଉତକ୍ଷେପଣ ହୋଇଛି। ଏହି ରକେଟ୍ ଚାରିଜଣ ମହାକାଶଚାରୀଙ୍କୁ ଧରି…

ଆର୍ଟେମିସ୍-୨ ମିଶନ କାଉଣ୍ଟଡାଉନ୍ ଆରମ୍ଭ, ସ୍ପେସ୍ ସେଣ୍ଟରରେ ପହଞ୍ଚିଲେ ୪ ମହାକାଶଚାରୀ

ନୂଆଦିଲ୍ଲୀ : ଚନ୍ଦ୍ରକୁ ଯିବା ପାଇଁ କାଉଣ୍ଟଡାଉନ୍ ଆରମ୍ଭ । ଆର୍ଟେମିସ୍-୨ ମିଶନରେ କେନେଡି ସ୍ପେସ୍ ସେଣ୍ଟରରେ ପହଞ୍ଚିଲେ ୪ ମହାକାଶଚାରୀ ।  ଆମେରିକାର ମହାକାଶ ଗବେଷଣା ସଂସ୍ଥା 'ନାସା'  ନିଜର ଐତିହାସିକ 'ଆର୍ଟେମିସ୍-୨' ମିଶନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ମିଶନରେ ସାମିଲ ଥିବା ୪ ଜଣ…

ଭାଲେଣ୍ଟାଇନ୍ସ ଡେ’ରେ ନାସାର ଅଦ୍ଭୁତ ଉପହାର, ମହାକାଶରେ ଦେଖାଗଲା ନାଲି ହୃଦୟ!

ଭାଲେଣ୍ଟାଇନ୍ସ ଡେ'ରେ ନାସାର ଅଦ୍ଭୁତ ଉପହାର । ନାସା ଜାରି କଲା ହୃଦୟ ଆକୃତିର 'କୋକନ୍ ନେବୁଲା'ର ଚିତ୍ର । ଭାଲେଣ୍ଟାଇନ୍ସ ଡେ' ଅବସରରେ ନାସାର 'ଚନ୍ଦ୍ରା ଏକ୍ସ-ରେ ଅବଜରଭେଟୋରୀ' ମହାକାଶର ଏକ ଅତି ସୁନ୍ଦର ଚିତ୍ର ଜାରି କରିଛି । କୋକନ୍ ନେବୁଲା IC- 5146, ଯାହା ଦେଖିବାକୁ ଠିକ୍ ଏକ…

୫୦ ବର୍ଷ ପରେ ପୁଣି ଚନ୍ଦ୍ରକୁ ଯିବ ମଣିଷ, ଫେବ୍ରୁଆରୀ ୬ରେ ଲଞ୍ଚ୍ ହେବ ନାସାର ‘ଆର୍ଟେମିସ୍-୨’ ମିଶନ

ଚନ୍ଦ୍ର ଅଭିମୁଖେ ନାସାର ଚାରି ମହାକାଶଚାରୀ! । ୫୦ ବର୍ଷ ପରେ ପୁଣି ଚନ୍ଦ୍ରକୁ ଯିବ ମଣିଷ । ଫେବ୍ରୁଆରୀ ୬ରେ ଲଞ୍ଚ୍ ହେବ ନାସାର 'ଆର୍ଟେମିସ୍-୨' ମିଶନ । ଆମେରିକାର ମହାକାଶ ଗବେଷଣା ସଂସ୍ଥା 'ନାସା' ପୁଣିଥରେ ମଣିଷକୁ ଚନ୍ଦ୍ରକୁ ପଠାଇବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ୧୯୭୨ ମସିହାର…

ବିଗିଡିଲା ମହାକାଶଚାରୀଙ୍କ ସ୍ୱାସ୍ଥ୍ୟାବସ୍ଥା, ମେଡିକାଲ ଇମର୍ଜେନ୍ସି ଇଭାକ୍ୟୁଏସନ କରିବ ନାସା

ମହାକାଶରେ ମେଡିକାଲ ଇମର୍ଜେନ୍ସି । କାଲି ସକାଳେ ଚାରି ମହାକାଶଚାରୀଙ୍କୁ ଇମର୍ଜେନ୍ସି ଇଭାକ୍ୟୁଏସନ କରିବ ନାସା । କ୍ରିଉ ୧୧ ମିଶନରେ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରକୁ ଯାଇଥିବା ଚାରି ଜଣ ମହାକାଶଚାରୀଙ୍କୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଥିଲା ନାସା । ଗତ ସପ୍ତାହରେ ଜଣେ ମହାକାଶଚାରୀଙ୍କ…

ଟ୍ରମ୍ପଙ୍କୁ ବଡ଼ ଝଟକା, ବନ୍ଦ ହେଲା NASA

ୱାଶିଂଟନ୍ : ଟ୍ରମ୍ପଙ୍କୁ ବଡ଼ ଝଟକା । ବନ୍ଦ ହେଲା ନାସା । ଆମେରିକାର ମହାକାଶ ବିଜ୍ଞାନ ସଂସ୍ଥା NASA ନିଜେ ଏହି ଘୋଷଣା କରିଛି । NASAଏହାର ସୂଚନା ୱେବସାଇଟରେ ଦେଇଛି ।ଏହାର ୱେବସାଇଟରେ କୁହାଯାଇଛି ଯେ, ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ବନ୍ଦ ରହିଛି । ସରକାରୀ ପାଣ୍ଠିର ଅଭାବ ଯୋଗୁ ଏହାକୁ…

ଶ୍ରୀହରିକୋଟାରୁ ଉତକ୍ଷେପଣ ହେଲା NISAR, ଏବେ ଭୂକମ୍ପ ଏବଂ ସୁନାମୀ ହେବା ପୂର୍ବରୁ ମିଳିବ ସୂଚନା

ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଉତକ୍ଷେପଣ ହେଲା NISAR । ଅପରାହ୍ନ ୫.୪୦ରେ ସଫଳତାପୂବକ ଉତକ୍ଷେପଣ ହୋଇଛି । ଏହାକୁ ନାସା ଓ ଇସ୍ରୋର ମିଳିତ ଉଦ୍ୟମରେ ଲଞ୍ଚ କରାଯାଇଛି । ଜିଏସଏଲଭି-ଏଫ୧୬ ରକେଟ୍ ଦ୍ବାରା ସାଟେଲାଇଟ୍ ‘ନିସାର’ର ଉତକ୍ଷେପଣ କରାଯାଇଛି। ଭୂପୃଷ୍ଠରୁ ୭୪୩ କିଲୋମିଟର ଉଚ୍ଚରେ…

ଆଜି ନାସା ଓ ଇସ୍ରୋର ମିଳିତ ଉଦ୍ୟମରେ ଲଞ୍ଚ ହେବ ‘ନିସାର’ ସାଟେଲାଇଟ୍

ଆଉ ଥରେ ଇତିହାସ ରଚିବ ଇସ୍ରୋ, ଆଜି ବିଶ୍ବର ସବୁଠାରୁ ଦାମୀ ସାଟେଲାଇଟ୍ 'ନିସାର' ଉତକ୍ଷେପଣ ହେବ । ଏହାକୁ ନାସା ଓ ଇସ୍ରୋର ମିଳିତ ଉଦ୍ୟମରେ ଲଞ୍ଚ କରାଯିବ । ନିଜ ନାଁରେ ଆଉ ଏକ ଇତିହାସ ଲେଖିବା ଅପେକ୍ଷାରେ ଇସ୍ରୋ ଥିବା ବେଳେ ସଂଧ୍ୟା ୫ଟା ୪୦କୁ ଅପେକ୍ଷା ରହିଛି । ଯେତେବେଳେ ମହାକାଶକୁ…

ମହାକାଶରେ ନୂଆ ଇତିହାସ ରଚିବ ଇସ୍ରୋ, ଲଞ୍ଚ ହେବ ନିସାର ମିଶନ

ଇସ୍ରୋ ଆଉ ଏକ ନୂଆ ଇତିହାସ ସୃଷ୍ଟି କରିବାକୁ ଯାଉଛି । ଆସନ୍ତାକାଲି ଲଞ୍ଚ ହେବ ନିସାର ମିଶନ । ପ୍ରଥମ ଥର ପାଇଁ ନାସା-ଇସ୍ରୋ ସିନ୍ଥେଟିକ୍ ଆପରେଚର ରାଡାର(ନିସାର) ସାଟେଲାଇଟକୁ GSLV-S16 ଜରିଆରେ ମହାକାଶକୁ ପଠାଯିବ ।  ଆସନ୍ତାକାଲି ସନ୍ଧ୍ୟା ୫.୪୦ ମିନିଟ ସମୟରେ ଶ୍ରୀହରିକୋଟାର ସତିଶ ଧାୱନ…

ମହାକାଶରେ ଗର୍ଭଧାରଣ ସମ୍ଭବ କି ? ଜାଣିବାକୁ ଚାହୁଁଥିଲେ ଦେଖନ୍ତୁ ଏହି ରିପୋର୍ଟ

ମହାକାଶରେ ଗର୍ଭଧାରଣ ସମ୍ଭବ କି ? କଣ ପାଇଁ ମହାକାଶଚାରୀଙ୍କୁ ଗର୍ଭବତୀ ହେବାକୁ ନାସା କଡ଼ାକଡ଼ି ବାରଣ କରିଥାଏ । ଦର୍ଶକବନ୍ଧୁ ଆପଣ ଏ କଥା ଶୁଣି ଆପଣ ଟିକେ ଆଶ୍ଚର୍ଯ୍ୟ ହେଉଥିବେ ? ତେବେ ଚାଲନ୍ତୁ ଜାଣିବା ଏହାକୁ ପଛରେ କଣ ରହିଛି ରହସ୍ୟ ? ନାସା କଣ ପାଇଁ ଏହାକୁ କଡ଼ାକଡ଼ି ବାରଣ କରିଛି ।…

ଟ୍ରମ୍ପ ପ୍ରଶାସନଙ୍କ ବଜେଟର ଅସୁବିଧା ଯୋଗୁଁ ନାସା ୨୦୦୦ରୁ ଅଧିକ ବରିଷ୍ଠ କର୍ମଚାରୀଙ୍କୁ କରିବ ଛଟେଇ

ଆମେରିକାର ନ୍ୟାସନାଲ ଏରୋନଟିକ୍ସ ଆଣ୍ଡ ସ୍ପେସ୍ ଆଡମିନିଷ୍ଟ୍ରେସନର ପ୍ରାୟ ୨,୧୯୫ ଜଣ ବରିଷ୍ଠ କର୍ମଚାରୀ କର୍ମଚାରୀଙ୍କୁ ଛଟେଇ କରିବାକୁ ଚାପ ପଡୁଛି ବୋଲି ଗତକାଲି ପ୍ରକାଶିତ ହୋଇଥିବା ପଲିଟିକୋ ରିପୋର୍ଟ ଅନୁସାରେ ଜଣା ପଡିଛି । ନାସାର ଏକ ଅସ୍ଥାୟୀ ପ୍ରଶାସକ ପରିବହନ ସଚିବ ସିଆନ୍ ଡଫିଙ୍କ…